Month: October 2025

Montha Cyclone: ବାତ୍ୟା ମୋନ୍ଥା ଦ୍ବାରା ୩୩ ବ୍ଲକ୍‌ ଓ ୧୧ ସହରାଞ୍ଚଳ ହୋଇଛି ପ୍ରଭାବିତ: ସୁରେଶ ପୂଜାରୀ

ବାତ୍ୟା ମୋନ୍ଥା ଦ୍ବାରା ୩୩ ବ୍ଲକ୍‌, ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବାତ୍ୟା ମୋନ୍ଥା ଦ୍ଵାରା ଗଜପତି ଗୋଷାଣୀ ନୂଆଗାଁ…

T20series: ପ୍ରଥମ ଟି-୨୦; ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି

ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ଆରମ୍ଭ। ଦିନିକିଆ ସିରିଜ୍ ପରେ ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେଉଛି । କାନବେରାରେ ମାନୁକା ଓଭାଲରେ ଖେଳା ଯାଉଛି ପ୍ରଥମ ଟି-୨୦ । ଏହି…

SIExamScam: ଏସ୍ଆଇ ପରୀକ୍ଷା ଘୋଟାଲା ମାମଲା:୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ପୁଲିସ୍‌ ସବ୍ ଇନ୍ସପେକ୍ଟର ପରୀକ୍ଷା ଘୋଟାଲା ମାମଲାରେ ଗିରଫ ୧୧୪ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ। ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । କିନ୍ତୁ ମାଷ୍ଟରମାଇଣ୍ଡ ମୁନା…

Fire At Lok Seva Bhawan: ଲୋକସେବା ଭବନରେ ଅଗ୍ନିକାଣ୍ଡ

ଆଜି ଲୋକସେବା ଭବନରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା । ଏକ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଥିବାବେଳେ ନିଆଁକୁ ଆୟତ୍ତ କରାଯାଇଛି । ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ତେବେ…

MaoistSurrender: ଆତ୍ମସମର୍ପଣ କଲେ ୨ ମାଓ ନେତା; ନାଁରେ ଥିଲା ଦେଢ କୋଟିରୁ ଅଧିକ ଟଙ୍କା ପୁରସ୍କାର

ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା ।ହାର୍ଡକୋର୍ ସେଣ୍ଟ୍ରାଲ୍ କମିଟି ମେମ୍ବର ପୁଲୁରି ରାଓଙ୍କ ସମେତ ଷ୍ଟେଟ୍ କମିଟି ମେମ୍ବର ବାଣ୍ଡି ପ୍ରକାଶ ଓରଫ୍ ପ୍ରଭାତଙ୍କ ଆତ୍ମସମର୍ପଣ । ୨ ମାଓ ନେତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର…

DroupadiMurmu: ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅମ୍ବାଲା ବାୟୁସେନା ଷ୍ଟେସନରୁ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ ଭରିଛନ୍ତି। ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ରାଫେଲରେ ଉଡ଼ାଣ ଭାରିଛନ୍ତି ରାଷ୍ଟ୍ରପତି । ଉଡ଼ାଣ ସମୟରେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଅମ୍ବାଲା ଏୟାରବେସରେ…

Cyclone Montha: ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ‘ମୋନ୍ଥା’

ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍‌ । ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ମୋନ୍ଥା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଆନ୍ଧ୍ର ଉପକୁଳକୁ ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ…

Cyclone Montha: ବାତ୍ୟା ‘ମୋନ୍ଥା’ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍

ବାତ୍ୟା ‘ମୋନ୍ଥା’ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୮ ଟି ଜିଲ୍ଲାର ଜିଲ୍ଲାପାଳ ଓ ଆର୍‌ଡିସିଙ୍କ ସହିତ ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି । ଗଣମାଧ୍ୟମକୁ ସୂଚନା ଦେଇ…

Cyclone Montha: ମୋନ୍ଥା ସମୀକ୍ଷା ପାଇଁ କଣ୍ଟ୍ରୋଲ ରୁମ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ମୋନ୍ଥା’ ସମୀକ୍ଷା ପାଇଁ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, SRC ମଧ୍ୟ ଉପସ୍ଥିତ ରହିଛନ୍ତି । ଯେଉଁ…

Cyclone Montha: ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନ୍ଧ୍ର ପ୍ରଦେଶ ର କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’ । କାକିନାଡାରେ ସ୍ଥଳଭାଗ ଛୁଇଁ ଓଡ଼ିଶାରେ ପ୍ରବେଶ କରିବ ବାତ୍ୟା । ବାତ୍ୟା ମୋନ୍ଥାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ…