Month: October 2025

ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣା; ବିଜେପିର ସମ୍ପୃକ୍ତି ଅଭିଯୋଗର ପ୍ରମାଣ ରଖିଲା ବିଜେଡି

ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ପୋଲ୍ ଖୋଲିଲା ବିଜେଡି । ଆଜି ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନପତ୍ର ମାମଲାରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି ।…

Odisha Police to recruit 4219 constables

ଏସ୍ଆଇ ପରୀକ୍ଷା ଘୋଟାଲାରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଗିରଫ

ଏସ୍ଆଇ ପରୀକ୍ଷା ଘୋଟାଲାରେ ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟ ପୋଲିସ ବାବୁଙ୍କ ପିଲା । ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ ପୂର୍ବତନ ଡିଆଜିଙ୍କ ପୁଅ ଗରିଫ। ଅବସର ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରା ଗିରଫ ହୋଇଛି। କୁଳମଣି ବେହେରାଙ୍କ ପରି ବହୁ…

ଅବହେଳାରୁ ଚୌଦ୍ବାର ଜେଲରୁ ୨ ବିହାରୀ ଡକାୟତ ଫେରାର; ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ

କତ୍ତୃପକ୍ଷଙ୍କ ଅବହେଳାରୁ ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିଚାରଧୀନ କଏଦୀ ଚମ୍ପଟ୍‌ । ଦଶହରା ପାଇଁ ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ମସଗୁଲ ଥିଲେ । ଏହାର ସୁଯୋଗ ନେଇ କଟକ…

bjd-mla-byomkesh-roy-rejected-by-the-public

ବ୍ୟୋମକେଶ ରାୟଙ୍କୁ ଘେରିଲେ ସାଧାରଣ ଜନତା

ଦୁର୍ଗା ମେଢ଼ ଦେଖିବାକୁ ଆସି ହରଡ଼ଘଣାରେ ପଡ଼ିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ନିଜ ନିର୍ବାଚନ ମଣ୍ଡଳୀରେ ଦୁର୍ଗାପୂଜା ମଣ୍ଡପ ବୁଲୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଖେରଙ୍ଗ ପଞ୍ଚାୟତର ଲୋକ ‘ଭତ୍ତା ଚୋର’ କହି ଶ୍ରୀ…

ଆଜି ମା’ଙ୍କ ଭସାଣି; ମଦ ବିକ୍ରି ଉପରେ କଟକଣା

ଆଜି ମା’ ଜଗତଜନନୀଙ୍କ ଭସାଣି ଯାତ୍ରା। ଆଜି ବିଭିନ୍ନ ସ୍ଥାନରେ ମାଆଙ୍କୁ ଦିଆଯିବ ମେଲାଣି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ତେବେ ଭସାଣିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ…

ଆଗାମୀ ୧୨ ଘଣ୍ଟାରେ ଆରବ ସାଗରରେ ବାତ୍ୟା ସମ୍ଭାବନା

ଆରବ ସାଗରରେ ବାତ୍ୟା ସମ୍ଭାବନା । ୨୪ ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ। କିନ୍ତୁ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ। ଉତ୍ତର ଆରବ ସାଗରରେ ସୃଷ୍ଟ…

ଏସ୍‌ଆଇ ପରୀକ୍ଷା ବିଭ୍ରାଟ: ବିଜେଡି, ବିଜେପି ମୁହାଁମୁହିଁ

ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇ ତଦନ୍ତ କରିବାକୁ ବିଜେଡ଼ି ଦାବି କରିଥିବା ବେଳେ ଅପର ପକ୍ଷେ…

ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର

ଗଜପତି ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର । ସୁରକ୍ଷିତ ଭାବେ ପର୍ଯ୍ୟଟକଙ୍କୁ ପର୍ବତ ଉପରୁ ତଳକୁ ଅଣାଯାଇଛି। ବନ ବିଭାଗ କର୍ମଚାରୀ ଓ ପୋଲିସ ରାତି ଅଧରେ ଉଦ୍ଧାର କଲେ । JCB ଦ୍ବାରା ରାସ୍ତା ସଫା କରି ସମସ୍ତ…

ମାଲକାନଗିରିରେ କଂଗ୍ରେସ ର ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ଆରମ୍ଭ

ପବିତ୍ର ବିଜୟା ଦଶମୀ ଓ ଗାନ୍ଧୀ ଜୟନ୍ତୀ ଅବସରରେ ମାଲକାନଗିରିର ମୋଟୁସ୍ଥିତ ତିନି ନଦୀର ସଙ୍ଗମସ୍ଥଳ ମଙ୍ଗି ପଏଣ୍ଟଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ର ଶୁଭାରମ୍ଭ…

ଶହେ ବର୍ଷର ଯାତ୍ରାରେ ଆରଏସଏସ

ଶହେବର୍ଷର ଯାତ୍ରାରେ ଆରଏସଏସ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏହାର ପ୍ରତିଷ୍ଠାର ଶହେ ବର୍ଷ ପୂରଣ କରିଛି। ଏହାର ପ୍ରତିଷ୍ଠାର ଶତବାର୍ଷିକୀ କାର୍ଯ୍ୟକ୍ରମ ନାଗପୁରର ରେଶିମବାଗ ପଡ଼ିଆରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ…