ରାଜ୍ୟ ଜୈବିକ କୃଷି ଏକ ବିକଳ୍ପ କି ? October 8, 2025 Nirvay ଜୈବିକ କୃଷିସାରର ପ୍ରୟୋଗ କୃଷି ଉତ୍ପାଦନରେ ବୃଦ୍ଧି ଆଣିବା ସହ ଫସଲର ପୁଷ୍ଟିକର ମାନ ବଢ଼ାଇଥାଏ । ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ କୃଷି ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟତଃ- କୃଷି ଜମି ମୃତ୍ତିକା ଏବଂ ମଞ୍ଜିରେ…
ତାଜା ଖବର ରାଜନୀତି ରାଜ୍ୟ କାଲି ରାଜ୍ୟ ବିଜେପି ଅଫିସରେ ଦିଆଯିବ ଜନଜାତି ବିଧାୟକ ଓ ସାଂସଦଙ୍କୁ ପ୍ରଶିକ୍ଷଣ October 8, 2025 Papirani କାଲି ରାଜ୍ୟ ବିଜେପି ଅଫିସରେ ଜନଜାତି ବିଧାୟକ ଓ ସାଂସଦଙ୍କୁ ପ୍ରଶିକ୍ଷଣ । ଏହି ପ୍ରଶିକ୍ଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଓ ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ ମଧ୍ୟ ଯୋଗ ଦେବେ…
ରାଜନୀତି ରାଜ୍ୟ ପୀତବାସ ପଣ୍ଡା ହତ୍ୟାକାଣ୍ଡ ତଦନ୍ତରେ ଦିଗହରା ପୁଲିସ୍ ! October 8, 2025 Papirani ଜଣାଶୁଣା ଆଇନଜୀବୀ ନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ୨୪ ଘଣ୍ଟା ପୂରିଲାଣି । କିନ୍ତୁ ତଦନ୍ତ ନାମରେ ଅନ୍ଧାରରେ ବାଡ଼ି ବୁଲାଉଛି ବ୍ରହ୍ମପୁର ପୁଲିସ୍ । କ୍ରାଇମ୍ ସହର ଭାବେ କୁଖ୍ୟାତ ଏହି ରେଶମ ସହରକୁ ମାଫିଆ…
ତାଜା ଖବର ରାଜନୀତି ରାଜ୍ୟ ନୂଆଦିଲ୍ଲୀରୁ ଫେରି ନୂଆପଡ଼ା କେବେ ଯିବେ ନବୀନ ? October 8, 2025 Papirani ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନୂଆପଡ଼ା ପାଇଁ ଅନେକ ଉପହାର ଘୋଷଣା କରିସାରିଛନ୍ତି। କଂଗ୍ରେସ ସଭାପତି ଭକ୍ତଚରଣ ଦାସ ମଧ୍ଯ ନୂଆପଡ଼ାରେ। କିନ୍ତୁ ବିଜୁ ଜନତା ଦଳ ସଭାପତି…
ତାଜା ଖବର ଦେଶ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ: ୩ ମୃତ October 8, 2025 Papirani ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲପାଡୁ ନିକଟ ମେଲିଆପୁଟି ମଣ୍ଡଳର ଗଙ୍ଗାରାଜୁପୁରମ ରାଜଯୋଗ ଗ୍ରାନାଇଟି ଖଣିରେ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ। ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ମୃତ ଶ୍ରମିକମାନେ ରାଜ୍ୟ ବାହାରର ଅଟନ୍ତି ।…
ତାଜା ଖବର ଦେଶ ହିମାଚଳ ପ୍ରଦେଶରେ ଭୂସ୍ଖଳନ ପରେ ବସ୍ ଉପରେ ପଡ଼ିଲା ପଥର ଓ ମାଟି ଅତଡ଼ା: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି October 8, 2025 Papirani ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ଫଳରେ ବସ୍ ଉପରେ ମାଟି ଅତଡା ଖସିବାରୁ ଏପର୍ଯ୍ୟନ୍ତ ୧୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ହିମାଚଳ ପ୍ରଦେଶର…
ରାଜନୀତି ରାଜ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ October 7, 2025 Nirvay ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ…
ରାଜ୍ୟ କଟକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା October 7, 2025 Nirvay କଟକକୁ ପୁଣି ଶାନ୍ତି ଫେରୁଛି । କଟକରେ ମଙ୍ଗଳବାର ଦିନ ସନ୍ଧ୍ୟା ୭ଟାରୁ ଇଣ୍ଟରନେଟ ସେବା ସ୍ଵାଭାବିକ ହୋଇଛି । ୪୮ ଘଣ୍ଟା ପରେ ଇଣ୍ଟରନେଟ୍ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି । କଟକର ୧୩ ଥାନା ଅଞ୍ଚଳରେ ରବିବାର…
ତାଜା ଖବର ରାଜ୍ୟ ଆମ ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ October 7, 2025 Papirani ପୁରୀ କଣାସ ନିକଟରେ ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିବା ଆମ ବସରେ ଯାତ୍ରୀଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ୪ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ…
ରାଜନୀତି ରାଜ୍ୟ ନୂଆପଡ଼ା ଉପନିର୍ବାଚନ: ଘାସିରାମ ମାଝୀ ହେଲେ କଂଗ୍ରେସ ପ୍ରାର୍ଥୀ October 7, 2025 Nirvay ନୂଆପଡା ବିଧାନସଭାର ଉପ-ନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିଛି । ଘାସିରାମ ମାଝୀଙ୍କୁ ଦଳର ପ୍ରାର୍ଥୀ ଭାବେ ଏଆଇସିସି ପକ୍ଷରୁ ନାମ ଘୋଷଣା କରାଯାଇଛି । ନୂଆପଡାରେ ଜଣେ ଆଦିବାସୀ ଚେହେରା ଭାବରେ ଘାସିରାମ…