Day: 23 October 2025

ନିର୍ଭୟ ମହା ପ୍ରଭାବ: ସିବିଆଇ ତଦନ୍ତ ନିଷ୍ପତ୍ତି ନେଲେ ମୋହନ ସରକାର

କ୍ରାଇମବ୍ରାଞ୍ଚ୍ ନୁହେଁ, ସିବିଆଇ ତଦନ୍ତ ଜରୁରୀ। ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ସାମ୍ନାକୁ ଆସିବା ଏବଂ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯିବା ପରଠାରୁ ହିଁ ‘ନିର୍ଭୟ’ ଏବଂ ‘ନିର୍ଭୟ ଗୁମର କଥା’ ବାରମ୍ବାର କହି ଆସିଛି ଏହାର ଚେର ଦଲାଲଙ୍କ ପାଖେ…

Supplementary Exam: ଫେଲ୍‌ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ ପଞ୍ଚମ ଓ ଅଷ୍ଟମର ଛାତ୍ରଛାତ୍ରୀ

ଏଣିକି ପଞ୍ଚମ ଓ ଅଷ୍ଟମରେ ସପ୍ଲିମେଣ୍ଟାରି ପରୀକ୍ଷା । ପରୀକ୍ଷାରେ ଫେଲ୍‌ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ ପଞ୍ଚମ ଓ ଅଷ୍ଟମର ଛାତ୍ରଛାତ୍ରୀ। ଏ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କଲା ଗଣଶିକ୍ଷା ବିଭାଗ । ପଞ୍ଚମ ଓ ଅଷ୍ଟମରେ…

Bihar Elections: ବିହାର ନିର୍ବାଚନ; ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିହାର ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ତେଜସ୍ବୀ ଯାଦବ । ମହାଗଠବନ୍ଧନ ପକ୍ଷରୁ ତେଜସ୍ବୀଙ୍କ ନାଁ ଘୋଷଣା କରାଯାଇଛି। କଂଗ୍ରେସ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

Police Raid Hotel: କଟକ ଶିଖରପୁର ଅଞ୍ଚଳର ହୋଟେଲ୍‌ରେ ପୋଲିସର ଚଢ଼ାଉ; ୩୦ରୁ ଅଧିକ ଲୋକ ଅଟକ

କଟକ ଶିଖରପୁର ଅଞ୍ଚଳର ହୋଟେଲରେ ପୋଲିସର ଚଢ଼ଉ । ହୋଟେଲ୍‌ରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚି ଥିବା ନେଇ ରେଡ୍ କରିଛି ପୁଲିସ୍ । ହୋଟେଲ୍‌ ଭିତରେ ଚାଉଳିଆଗଞ୍ଜ ପୋଲିସ ଟିମ୍‌ର ତଲାସୀ ୩୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା…

Rain Alert: ଦକ୍ଷିଣ ଓଡ଼ିଶାକୁ ବର୍ଷା ଆଲର୍ଟ

ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡ଼ୁ ମୁହାଁ ୱେଲମାର୍କଡ ଲୋ-ପ୍ରେସର। ଆଜି ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହେବା ନେଇ ପାଣିପାଗ…

Encounter In Delhi: ଦିଲ୍ଲୀରେ ବଡ଼ ଏନକାଉଣ୍ଟର; ୪ ଗ୍ୟାଙ୍ଗଷ୍ଟର୍‌ ନିପାତ

ଦିଲ୍ଲୀରେ ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନ୍‌କାଉଣ୍ଟର। ଦିଲ୍ଲୀର ବାହାଦୂର ଶାହ ମାର୍ଗରେ ୪ ଜଣଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନରେ ୪ ଅପରାଧୀ ନିପାତ ହୋଇଛନ୍ତି । ଦୀର୍ଘଦିନ ଧରି ପୋଲିସ…