ରାଜ୍ୟ School Closure Plans: ରାଜ୍ୟରେ ନୂତନ ସ୍କୁଲ ବନ୍ଦ/ମିଶ୍ରଣ ଖବର ସମ୍ପୁର୍ଣ୍ଣ ଭିତ୍ତିହୀନ October 22, 2025 Nirvay ରାଜ୍ୟରେ ନୂତନ ଭାବେ ସ୍କୁଲ ବନ୍ଦ କିମ୍ବା ମିଶ୍ରଣ ହେବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଖବର ସମ୍ପୁର୍ଣ୍ଣ ଭିତ୍ତିହୀନ ବୋଲି କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ସଂଖ୍ୟା ୫୪୬୫…
ଦେଶ President visits Sabarimala: ସାବରୀମାଳା ମନ୍ଦିର ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ October 22, 2025 Nirvay ଆଜି କେରଳ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାରି ଦିନ ପାଇଁ କେରଳ ଗସ୍ତରେ ଯାଇଥିବା ସମୟରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ କରି ଆରତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।…
ତାଜା ଖବର ରାଜ୍ୟ Police SI recruitment scam: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା; ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ October 22, 2025 Papirani ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ । ଶଙ୍କର ପୃଷ୍ଟିର ଆଗୁଆ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ । ଏହା ସହ ଶଙ୍କରର ପତ୍ନୀ ଦୀପ୍ତିମୟୀ ସାହୁଙ୍କ ଆଗୁଆ…
ରାଜନୀତି ରାଜ୍ୟ Pitabash Panda Murder Case: ବିଜେଡିର ଅଭିଯୋଗ ନିଜ ଅପରିପକ୍ୱତାର ପରିଚୟ: ବିଜେପି October 22, 2025 Nirvay ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଡ଼ ଯତୀନ ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ । ବ୍ରହ୍ମପୁର ଏସପିଙ୍କ ବିବୃତି ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ…
ରାଜ୍ୟ Odisha SI Exam Scam Case: ଏସଆଇ ପରୀକ୍ଷା ଜାଲିଆତି; ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି October 22, 2025 Nirvay ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସମ୍ବନ୍ଧିତ ଦୁର୍ନୀତିର ତଦନ୍ତ ଭାର ସି.ବି.ଆଇ କୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ…
ତାଜା ଖବର ରାଜନୀତି ରାଜ୍ୟ Nuapada By-Election: ନୂଆପଡ଼ା ଉପନିର୍ବାଚନ: ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ October 22, 2025 Papirani ନୂଆପଡା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥୀ ପତ୍ର ଯାଞ୍ଚ । ଉପନିର୍ବାଚନରେ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ । ନାମାଙ୍କନ ଯାଞ୍ଚର ଶେଷ ଦିନରେ ୫ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ । ଉପନିର୍ବାଚନ ପାଇଁ ୧୯ ଜଣ ନାମାଙ୍କନ ଭରିଥିବା…
ତାଜା ଖବର ରାଜ୍ୟ Undertrial Prisoner Escapes: ସୋର ସବ୍ ଜେଲରୁ କଏଦୀ ଫେରାର୍ ଘଟଣା; ୨ ଜଣ ୱାଡର୍ଙ୍କୁ ନିଲମ୍ବନ October 22, 2025 Papirani ଚୌଦ୍ୱାର ପରେ ବାଲେଶ୍ୱର ଜିଲ୍ଲା ସୋର ଉପ କାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ୨ ଜଣ ୱାଡର୍ଙ୍କୁ ନିଲମ୍ବନ କଲେ ଜେଲ୍ ଡିଜି ସୁଶାନ୍ତ ନାଥ । ଜେଲ ଡିଜି କହିଛନ୍ତି କି, ଘଟଣାର ଉଚ୍ଚସ୍ତରୀୟ…
ତାଜା ଖବର ରାଜନୀତି ରାଜ୍ୟ Bjd pressmeet: ପୀତବାସଙ୍କ ହତ୍ୟା ମାମଲା; ରାଜନୈତିକ ଉଦ୍ଦେଶ୍ୟରେ ବିକ୍ରମଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର: ବିଜେଡି October 22, 2025 Papirani ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରିବା ପରେ, ବିଜୁ ଜନତା ଦଳ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି…
ତାଜା ଖବର ରାଜ୍ୟ Unit1 VegetableMarket Fire: ଭୁବନେଶ୍ୱର ୟୁନିଟ ୧ ପରିବା ମାର୍କେଟରେ ଲାଗିଲା ନିଆଁ October 22, 2025 Papirani ରାଜଧାନୀ ଭୁବନେଶ୍ୱରର ୟୁନିଟ ୧ ପରିବା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ନିଆଁ ଲାଗି ଜଳିଯାଇଛି ୧୫ରୁ ୨୦ଟି ଦୋକାନ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଂଚି…
ତାଜା ଖବର ରାଜ୍ୟ Pitabas Panda murder case: ସେପ୍ଟେମ୍ବରରେ ହୋଇଥିଲା ପୀତବାସ ପଣ୍ଡାଙ୍କୁ ହତ୍ୟା ଯୋଜନା: ବ୍ରହ୍ମପୁର ଏସ୍ପି October 22, 2025 Papirani ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ହତ୍ୟାକାଣ୍ଡର ପ୍ରାୟ ଦୀର୍ଘ ୧୭ ଦିନ ପରେ ବ୍ରହ୍ମପୁର ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଏ ନେଇ ଆଜି ସାମ୍ୱାଦିକ…