ତାଜା ଖବର ରାଜ୍ୟ Puri shrimandir; ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍; ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତା ଅଟକ October 21, 2025 Papirani ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖାଯାଇଛି। ପ୍ରତିହାରୀ ନିଯୋଗ ସମ୍ମୁଖରେ ଫଟୋ ଉଠାଇ ଧରାପଡ଼ିଛନ୍ତି ଗୁମାସ୍ତା।ଗୁମାସ୍ତା ଫୋନ୍ରେ ଯାତ୍ରୀଙ୍କ ଫଟୋ ଉଠାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଯାଏଁ ଗୁମାସ୍ତାଙ୍କ ପରିଚୟ…
ତାଜା ଖବର ବିଶ୍ୱ ରାଜନୀତି Japan’s first female PM: ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ October 21, 2025 Papirani ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ନିର୍ବାଚିତ ହୋଇଛନ୍ତି । ଆଜି ହୋଇଥିବା ଭୋଟରେ ୬୪ ବର୍ଷିୟା ଟାକାଇଚିଙ୍କୁ ବହୁମତ ମିଳିଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ…
ତାଜା ଖବର ରାଜ୍ୟ Pitabas Panda murder case: ଖୁବ୍ଶୀଘ୍ର ପୀତବାସ ହତ୍ୟାକାଣ୍ଡର ହେବ ଖୁଲାସା: ଆଇଜି October 21, 2025 Papirani ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍ଶୀଘ୍ର ହେବ ପର୍ଦ୍ଦାଫାସ । ଏ ନେଇ ଆଜି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ସେ କହିଛନ୍ତି ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏ ନେଇ ଦିନେ…
ତାଜା ଖବର ରାଜ୍ୟ Low pressure: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ୩୬ ଘଣ୍ଟାରେ ଅବପାତ ସମ୍ଭାବନା October 21, 2025 Papirani ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ୩୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି…
ତାଜା ଖବର ଦେଶ Delhi Air Pollution: ଦିଲ୍ଲୀ ବାୟୁ ‘ବିପଦପୂର୍ଣ୍ଣ’; NCR ଅଞ୍ଚଳର ବିଭିନ୍ନ ସ୍ଥାନରେ AQI ୫୦୦ ପାର୍ October 21, 2025 Papirani ବିପଦପୂର୍ଣ୍ଣ’ ବର୍ଗରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ । ଦୀପାବଳି ରାତିରୁ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଧୂଆଁର ଚାଦର ଦିଲ୍ଲୀକୁ ଘୋଡ଼ାଇ ଦେଇଛି, ଯାହାଫଳରେ ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ଦିଲ୍ଲୀ-NCR ଅଞ୍ଚଳର ବିଭିନ୍ନ ସ୍ଥାନରେ…