Day: 17 October 2025

SI Exam Scam: ଏସ୍ଆଇ ପରୀକ୍ଷାରେ କେଳେଙ୍କାରୀ ମାମଲା: ମୋଷ୍ଟ ୱାଣ୍ଟେଡ୍‌ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ

ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାକୁ ନେଇ ବଡ଼ ଖୁଲାସା କରିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଜି। ସେ କହିଛନ୍ତି ଏହି ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ । ସୁକାନ୍ତ ମହାରଣା, ସୌମ୍ୟା…

maoist: ମାଓବାଦୀଙ୍କୁ ଧରାନ୍ତୁ କୋଟିପତି ହୁଅନ୍ତୁ: ପୁରସ୍କାର ପୋଷ୍ଟର ଜାରି କଲା ପୋଲିସ୍

ମାଓବାଦୀଙ୍କୁ ଧରି କୋଟିପତି ହେବାକୁ ପୋଷ୍ଟର ଜାରି କଲା ବୌଦ୍ଧ ପୋଲିସ । ଯେଉଁଥିରେ ମାଓବାଦୀଙ୍କ ନାଁ ସହ ପୁରସ୍କାର ରାଶି ଉଲ୍ଲେଖ ରହିଛି । ମାଓବାଦୀଙ୍କୁ ଧରାନ୍ତୁ, ଆଉ କୋଟିପତି ହୁଅନ୍ତୁ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ବୌଦ୍ଧ…

Odia teacher raped and murdered: ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପଶ୍ଚିମବଙ୍ଗରେ ଓଡ଼ିଶାର ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ହାଇଦ୍ରାବାଦର ପେଟବଶିରାବାଦର କୋମପାଲି ଅଞ୍ଚଳରେ ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ବାମୀ…