ତାଜା ଖବର ରାଜ୍ୟ Dearness Allowance: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି October 16, 2025 Papirani ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି…
ତାଜା ଖବର ରାଜନୀତି ରାଜ୍ୟ Lambodar Nial join BJP: ବିଜେଡିକୁ ଝଟ୍କା; ପଦ୍ମ ଧରିଲେ ଲମ୍ବୋଦର ନିଆଲ October 16, 2025 Papirani ନୂଆପଡ଼ା ରାଜନୀତିରେ ନୂଆ ମୋଡ଼ । ବିଜେଡିକୁ ପୁଣି ଏକ ଝଟ୍କା । ଶଙ୍ଖ ଛାଡି ପଦ୍ମ ଧରିଲେ ଲମ୍ବୋଦର ନିଆଲ।କଳାହାଣ୍ଡି ଲୋକ ସଭା ଆସନରୁ ବିଜେଡି ଟିକେଟ୍ରେ ନିର୍ବାଚନ ଲଢ଼ିଥିବା ଲମ୍ବୋଦର ନିଆଲ ଶେଷରେ ଭାଜପାରେ ସାମିଲ ହୋଇଛନ୍ତି। ତାଙ୍କ…
ତାଜା ଖବର ରାଜନୀତି ରାଜ୍ୟ Jay Dholakia Nomination on Oct 18: ନୂଆପଡ଼ା ଉପନିର୍ବାଚନ; ଆସନ୍ତା ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ October 16, 2025 Papirani ବିଜେପିର ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ପରିବର୍ତ୍ତନ ହୋଇଛି । ଆଜି ହେବାକୁ ଥିବା ନାମାଙ୍କନ ସ୍ଥଗିତ ରଖାଯାଇଛି । ଆସନ୍ତା ୧୮ ତାରିଖରେ ବିଜେପି ସମର୍ଥିତ ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ । ଏ ନେଇ ବିଶ୍ୱସ୍ତ ସୂତ୍ରରୁ…
ତାଜା ଖବର ରାଜ୍ୟ Online Mahaprasad sale: ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ମାମଲା; ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା October 16, 2025 Papirani ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ଅଭିଯୋଗ। ଏ ନେଇ ଏକ ଫୁଡ୍ ଆପ୍ ନାଁରେ ସାଇବର ଥାନାରେ ଏତଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନର ନିର୍ଦ୍ଦେଶରେ ଏତଲା । ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ଅନଲାଇନ ଖାଦ୍ୟ ଡେଲିଭରୀ କଂପାନୀ ପକ୍ଷରୁ ବିଜ୍ଞାପନ…
ତାଜା ଖବର ରାଜନୀତି ରାଜ୍ୟ Naveen Pattnaik birthday: ୭୯ ବର୍ଷ ବୟସରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 16, 2025 Papirani ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷ ବୟସରେ ପାଦ ଥାପିଛନ୍ତି ନବୀନ। ଏଥର ନିଜ ଜନ୍ମଦିନକୁ ସେ ଭିନ୍ନ ଢଙ୍ଗରେ ପାଳନ କରିବେ। ଜନ୍ମଦିନରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ…
ରାଜନୀତି ରାଜ୍ୟ Nuapada By-Poll: ଆତ୍ମହତ୍ୟାର ପନ୍ଥା କାହିଁକି ବାଛିଲା ବିଜଦ? October 16, 2025 Nirvay ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି । ରାଜ୍ୟର କୌଣସି ଉପନିର୍ବାଚନ ଇତିହାସରେ ପୂର୍ବରୁ ଏପରି ମନୋନୟନ ଦେଖିବାକୁ ମିଳିନାହିଁ । ଉପନିର୍ବାଚନରେ…