Day: 8 October 2025

ନୂଆପଡ଼ା ଉପନିର୍ବାଚନ: କେତେ ଦମ୍ ରେ ଲଢ଼ିବ ବିଜେଡି ?

ନୂଆପଡ଼ା ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ୧୧ ତାରିଖରେ ମତଦାନ ଓ ୧୪ରେ ଭୋଟ ଗଣତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ରାଜ୍ୟରେ ନୂଆ କରି ସରକାର ଗଠନ କରିଥିବା ବିଜେପି ନେତୃତ୍ୱରେ…

କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା

କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା । ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଏହି କଟକଣା ରହିବ । ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ। ସେ କହିଛନ୍ତି ବାଲିଯାତ୍ରା ଗ୍ରାଉଣ୍ଡର…

ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ

ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ। ଲାଞ୍ଚ ନେବା ବେଳେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ କାବୁ କଲା ଭିଜିଲାନ୍ସ । ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର…

ଜୈବିକ କୃଷି ଏକ ବିକଳ୍ପ କି ?

ଜୈବିକ କୃଷିସାରର ପ୍ରୟୋଗ କୃଷି ଉତ୍ପାଦନରେ ବୃଦ୍ଧି ଆଣିବା ସହ ଫସଲର ପୁଷ୍ଟିକର ମାନ ବଢ଼ାଇଥାଏ । ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ କୃଷି ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟତଃ- କୃଷି ଜମି ମୃତ୍ତିକା ଏବଂ ମଞ୍ଜିରେ…

କାଲି ରାଜ୍ୟ ବିଜେପି ଅଫିସରେ ଦିଆଯିବ ଜନଜାତି ବିଧାୟକ ଓ ସାଂସଦଙ୍କୁ ପ୍ରଶିକ୍ଷଣ

କାଲି ରାଜ୍ୟ ବିଜେପି ଅଫିସରେ ଜନଜାତି ବିଧାୟକ ଓ ସାଂସଦଙ୍କୁ ପ୍ରଶିକ୍ଷଣ । ଏହି ପ୍ରଶିକ୍ଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷ ଓ ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ ମଧ୍ୟ ଯୋଗ ଦେବେ…

ପୀତବାସ ପଣ୍ଡା ହତ୍ୟାକାଣ୍ଡ ତଦନ୍ତରେ ଦିଗହରା ପୁଲିସ୍ !

ଜଣାଶୁଣା ଆଇନଜୀବୀ ନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ୨୪ ଘଣ୍ଟା ପୂରିଲାଣି । କିନ୍ତୁ ତଦନ୍ତ ନାମରେ ଅନ୍ଧାରରେ ବାଡ଼ି ବୁଲାଉଛି ବ୍ରହ୍ମପୁର ପୁଲିସ୍ । କ୍ରାଇମ୍ ସହର ଭାବେ କୁଖ୍ୟାତ ଏହି ରେଶମ ସହରକୁ ମାଫିଆ…

ନୂଆଦିଲ୍ଲୀରୁ ଫେରି ନୂଆପଡ଼ା କେବେ ଯିବେ ନବୀନ ?

ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନୂଆପଡ଼ା ପାଇଁ ଅନେକ ଉପହାର ଘୋଷଣା କରିସାରିଛନ୍ତି। କଂଗ୍ରେସ ସଭାପତି ଭକ୍ତଚରଣ ଦାସ ମଧ୍ଯ ନୂଆପଡ଼ାରେ। କିନ୍ତୁ ବିଜୁ ଜନତା ଦଳ ସଭାପତି…

ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ: ୩ ମୃତ

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲପାଡୁ ନିକଟ ମେଲିଆପୁଟି ମଣ୍ଡଳର ଗଙ୍ଗାରାଜୁପୁରମ ରାଜଯୋଗ ଗ୍ରାନାଇଟି ଖଣିରେ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ। ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ମୃତ ଶ୍ରମିକମାନେ ରାଜ୍ୟ ବାହାରର ଅଟନ୍ତି ।…

ହିମାଚଳ ପ୍ରଦେଶରେ ଭୂସ୍ଖଳନ ପରେ ବସ୍ ଉପରେ ପଡ଼ିଲା ପଥର ଓ ମାଟି ଅତଡ଼ା: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି

ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ଫଳରେ ବସ୍ ଉପରେ ମାଟି ଅତଡା ଖସିବାରୁ ଏପର୍ଯ୍ୟନ୍ତ ୧୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ହିମାଚଳ ପ୍ରଦେଶର…