Day: 27 January 2025

ଉଦଯାପିତ ହେଲା ଏବିଭିପିର ଛାତ୍ର ଜୀବନ ଦର୍ଶନ

ଅନ୍ତର୍ଜାତୀୟ ଛାତ୍ରଜୀବନ ଦର୍ଶନ (SEIL) ୨୦୨୫ ରେ ଭାରତର ଅଷ୍ଟଲକ୍ଷ୍ମୀରୁ ରାଜ୍ୟରୁ ଆସିଥିବା ୨୯ ଜଣ ପ୍ରତିନିଧିମାନଙ୍କୁ ୨୪.୦୧.୨୦୨୫ ତାରିଖରୁ ୨୬.୦୧.୨୦୨୫ ତାରିଖ ମଧ୍ୟରେ ୩ ଦିନରେ କନକ ଭବନରେ ବିଭିନ୍ନ ଗଣମାଧ୍ୟମ ପରିଦର୍ଶନ, ଅନେକ ସପିଂ ମଲ , ଏକାମ୍ର…

ସମ୍ବଲପୁର ଥଇଥାନ କେନ୍ଦ୍ରରେ ନିର୍ଯାତନା; ସଂପାଦକଙ୍କୁ ଗିରଫ ନିର୍ଦ୍ଦେଶ

ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ନେତାଜୀ କଲୋନୀରେ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ସମର୍ଥ ଦ୍ୱାରା ପରିଚାଳିତ ମାନସିକ ଦିବ୍ୟାଙ୍ଗଙ୍କ ପାଇଁ ଥିବା ଥଇଥାନ କେନ୍ଦ୍ରର ଅନ୍ତେବାସୀଙ୍କୁ ମାତ୍ରାଧିକ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ହୋଇଛି । ଏହି ଘଟଣାରେ ସଂପୃକ୍ତ…

ରେଭେନ୍ସା ବାଳିକା ବିଦ୍ୟାଳୟର ହେବ ପୁନଃ ବିକାଶ; ୮୬.୯୧ କୋଟି ଟଙ୍କା ମଞ୍ଜୁର କଲା ଶିକ୍ଷା ମନ୍ତ୍ରଣାଳୟ

କଟକର ଅନ୍ୟତମ ପୁରାତନ ସ୍କୁଲ ତଥା ନାରୀ ଶିକ୍ଷାର ଅଗ୍ରଣୀ ଅନୁଷ୍ଠାନ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିକ୍ଷା ମନ୍ତ୍ରଣାଳୟର ‘ଷ୍ଟାର୍ସ ‘ପ୍ରକଳ୍ପ ଅଧୀନରେ ୨୦୨୪-୨୫ ବର୍ଷ ପାଇଁ…

ମହାକାଶରୁ ଦୃଶ୍ୟମାନ ହେଲା ମହାକୁମ୍ଭର ଅଦ୍ଭୁତ ଦୃଶ୍ୟ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ରବିବାର ରାତିରେ ମହାକାଶରୁ ବିଶ୍ୱର ସର୍ବବୃହତ ଧାର୍ମିକ ଓ ମାନବୀୟ ସମାରୋହ ମହାକୁମ୍ଭ-୨୦୨୫ ର ଚମତ୍କାର ଫଟୋ ଉଠାଇଛି । ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ର ମହାକାଶଚାରୀ ଡନ୍ ପେଟିଟ୍ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରରେ ନୋ ଫ୍ଲାଇଂ ଜୋନ୍ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ରହଣି ଅଞ୍ଚଳକୁ ନୋ ଡ୍ରୋନ୍‌ ଜୋନ୍‌ ତଥା ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି । ଆସନ୍ତାକାଲି ୧୦ ଘଟିକା ସମୟରେ ମୋଦିଙ୍କୁ ଭୁବନେଶ୍ୱର…

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଓ ମୁଖ୍ୟ ନିର୍ବାଚନ କମିଶନର ହେଲେ ମଧୁସୂଦନ ପାଢ଼ୀ

ରାଜ୍ୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡ଼ିଶା ପୋଲିସର ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଓ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି…

ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ହେଲେ ଯଶପ୍ରୀତ ବୁମରା

ଭାରତୀୟ ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ୨୦୨୪ । ଷଷ୍ଠ ଭାରତୀୟ ଭାବେ ଯଶପ୍ରୀତ ବୁମରା ହେଲେ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର । ପ୍ରଥମ ଭାରତୀୟ…

ହସ୍ପିଟାଲରେ ଡ୍ରୋନ୍ ଆକ୍ରମଣ; ୭୦ ମୃତ

ସୁଦାନରରେ ଥିବା ହସ୍ପିଟାଲରେ ହୋଇଛି ବଡ଼ ଧରଣର ଡ୍ରୋନ୍ ଆକ୍ରମଣ। ସୁଦାନର ଅଲ୍ ଫାସର ସହରରେ ଥିବା ସାଉଦି ଟିଚିଂ ମାଟରନାଲ୍ ହସ୍ପିଟାଲରେ ଏହି ହମଲା ହୋଇଛି। ଏଥିରେ ୭୦ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା…

ପୁଣି ତଳମୁହାଁ ହେଲା ଭାରତୀୟ ସେୟାର ମାର୍କେଟ

ଆଜି ବି ତଳକୁ ଖସିଲା ଭାରତୀୟ ସେୟାର ମାର୍କେଟ । ଉଭୟ ସେନସେକ୍ସ ଓ ନିଫଟିରେ ଆଜି ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଘଟିଛି । ଯେଉଁଥିରେ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ଖସି ୭୫,୪୦୦ ସ୍ତର ତଳକୁ…

ଚାଷୀ ମିଲରଙ୍କ ଭିତରେ ସରକାର ମୁଣ୍ଡ ନ ପୁରେଇବା ପାଇଁ କହୁଛନ୍ତି ଆଇଏଏସ୍ ଅଫିସର: ଯୋଗାଣ ମନ୍ତ୍ରୀ

କଟନୀ ଛଟନୀ ନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ ଦେଇ କହିଛନ୍ତି ମନ୍ତ୍ରୀଙ୍କ ବାଟ ଓଗାଳୁଛନ୍ତି ଅଫିସର। ଆଇଏଏସ୍ ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର । କୃଷକ ମିଲରଙ୍କ ମଧ୍ୟରେ କଟନୀ ଛଟନୀ…