Day: 12 January 2025

ହଂସିତାଙ୍କ ବିଜେଡି ଲିଙ୍କ; କିଏ ସେ ପୂର୍ବତନ ମନ୍ତ୍ରୀ?

ଚର୍ଚ୍ଚିତ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲଙ୍କ ସହିତ ରହିଛି ବିଜେଡ଼ିର ପୂର୍ବତନ ମନ୍ତ୍ରୀ ଓ ୨ ବିଧାୟକଙ୍କ ଲିଙ୍କ। ଏହି ଭଳି କିଛି ଅଭିଯୋଗ ଆଣିଛନ୍ତି ବରଗଡ଼ର ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ପୂର୍ବତନ ପାୱାରଫୁଲ…

ସାତକୋଶିଆ ରେଞ୍ଜରେ କୁମ୍ଭୀର ଗଣନା ଶେଷ; ୧୯ଟି କୁମ୍ଭୀର ଠାବ

ସାତକୋଶିଆରେ ରେଞ୍ଜରେ ଶେଷ ହେଲା କୁମ୍ଭୀର ଗଣନା। ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି। ଏହି ଗଣନା ପରେ ସମୁଦାୟ ୧୯ ଟି କୁମ୍ଭୀର ମଧ୍ୟରୁ ୩ଟି ବୟସ୍କ ଓ ୮ ଶାବକ ଘଡିଆଳ କୁମ୍ଭୀର ରହିଥିବା…

ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ନୂଆ ପଦକ୍ଷେପ

ରାଜଧାନୀରେ ନିର୍ମାଣ ହେବ ନୂଆ ଓଭର ବ୍ରିଜ। ରାଜଧାନୀର ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ନୂଆ ଓଭରବ୍ରିଜ ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଥିବା ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା…

ଜାତୀୟ ଯୁବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଯୁବ ସମାଜକୁ ଆହ୍ୱାନ

ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା । ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ…

ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି

ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଶ୍ରୀକ୍ଷେତ୍ର ପୁରୀ, ସିଲଭର ସିଟି କଟକ ଓ ରାଜଧାନୀ ଭୁବନେଶ୍ବରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।…

ଦେବଜିତ ସାଇକିଆ ହେଲେ ବିସିସିଆଇ ସମ୍ପାଦକ

ଦେବଜିତ୍ ସାଇକିଆ ହେଲେ ବିସିସିଆଇର ନୂଆ ସମ୍ପାଦକ । ଦେବଜିତକୁ ନୂଆ ଦାୟିତ୍ୱ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ସାଇକିଆ ନବନିଯୁକ୍ତ ଆଇସିସି ସଭାପତି ଜୟ ଶାହଙ୍କ ପଦ ସମ୍ଭାଳିବେ । ଆସାମର ପୂର୍ବତନ କ୍ରିକେଟର ହେଉଛନ୍ତି ଦେବଜିତ୍…

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସାଲେପୁର ବିଜେପି ଦୁଇଫାଳ

ଓଡିଶା ବିଜେପିର ରାଜ୍ୟ ବିଜେପି ମଧ୍ୟ୍ୟରେ ଗୋଷ୍ଠୀ କନ୍ଦଳର ଛିଟା ନିର୍ବାଚନ ମଣ୍ଡଳୀ ମାନଙ୍କୁ ବ୍ୟାପିବାରେ ଲାଗିଲାଣି। ଆଜି ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ସ୍ଥିତ dreams ବିଶ୍ୱବିଦ୍ୟାଳୟର ପ୍ରଥମ ସମବର୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

HMPVକୁ ନେଇ ବୈଠକ ଡାକିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ସାରା ଦେଶରେ ଚହଳ ପକାଇଛି HMPV ଭାଇରସ୍ । ଭାରତରେ ବିଭିନ୍ନ ରାଜ୍ୟରୁ HMPV ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା କର୍ଣ୍ଣାଟକ, ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ HMPV ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା…

ଜନସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ରାଜଭବନ ଉଦ୍ୟାନ

ଆସନ୍ତାକାଲିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ବିନା ଶୁଳ୍କରେ…

ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍

ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡ଼ିଲା ସ୍ପେଶାଲ ବସ୍ । ଏବେ ଓଡ଼ିଶାରୁ ବସରେ ବସି ମହାକୁମ୍ଭ ମେଳା ଯାଇପାରିବେ ରାଜ୍ୟବାସୀ । ପବିତ୍ର ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ପ୍ରୟାଗରାଜ ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଆରମ୍ଭ…