Month: November 2024

କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ହେବ ପରିବର୍ତ୍ତନ

କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ଆଜି ସୂଚନା ଦେଇଛନ୍ତି । ମନ୍ଦିର ରେ ପଞ୍ଚୁକ ଉପଲକ୍ଷେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହେଉଛି ଯାହା ଦ୍ୱାରା ଦର୍ଶନ ବ୍ୟବସ୍ଥା…

ଏଲନ୍ ମସ୍କ,ବିବେକ ରାମାସ୍ୱାମୀ ହେବେ ସରକାରୀ ଦକ୍ଷତା ବିଭାଗ(DOGE) ର ମୁଖ୍ଯ: ଟ୍ରମ୍ପ୍

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଏଲନ ମସ୍କ ଏବଂ ବିବେକ ରାମାସ୍ୱାମୀ ସରକାରୀ ଦକ୍ଷତା ବିଭାଗ(DOGE) ର ନେତୃତ୍ୱ ନେବେ।ଟ୍ରମ୍ପ ରାମାସ୍ୱାମୀଙ୍କୁ ତାଙ୍କ ପ୍ରଶାସନରେ ଯୋଗଦେବା ପାଇଁ ପ୍ରଥମ ଭାରତୀୟ -ଆମେରିକୀୟ ଭାବରେ ନିଯୁକ୍ତ କରିଛନ୍ତି।ଟ୍ରମ୍ପ…

ଡେପୁଟେସନ ରୁ ଓଡିଶା ଫେରିବେ IAS ସଂଜୀବ ମିଶ୍ର

ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ରଙ୍କୁ ଓଡ଼ିଶା କ୍ୟାଡର କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ତାଲିମ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ଏକ ସରକାରୀ ଆଦେଶରେ କୁହାଯାଇଛି ଯେ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କ୍ୟାବିନେଟ ନିଯୁକ୍ତି…

ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ ଦିବସ ୱେବସାଇଟ ଶୁଭାରମ୍ଭ ଉତ୍ସବରେ ଯୋଗଦେଲେ ମୁଖ୍ଯମନ୍ତ୍ରୀ ମାଝୀ

ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରବାସୀ ଭାରତୀୟ ଦିବସ ୱେବସାଇଟର ଶୁଭାରମ୍ଭ ସମାରୋହରେ ଯୋଗଦେଇଛନ୍ତି ।ଜବାହରଲାଲ ନେହେରୁ ଭବନର ସି. ବି. ମୁଥାମ୍ମା ହଲରେ ଏହାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ପ୍ରବାସୀ ଭାରତୀୟ ଦିବସ…

‘ମୋ ବସ’ ଆପ ସହ ଏଣିକି ‘ଚାଲୋ’ ଆପ୍‌ରେ ମଧ୍ୟ ମିଳିବ ମୋ ବସ୍‌ ଟିକେଟ

ରାଜଧାନୀ ସହରାଞ୍ଚଳ ପରିବହନ (ସି. ଆର୍. ଯ଼ୁ. ଟି.) ଓ. ଏନ୍. ଡି. ସି. ପ୍ଲାଟଫର୍ମରେ ଏବେ ଏକ ପଞ୍ଜୀକୃତ ଡିଜିଟାଲ୍ ଟିକେଟ୍ ବିକ୍ରେତା ହୋଇପାରିଛି। ନବସୃଜନ ପ୍ରତି ପ୍ରତିବଦ୍ଧତା ଏବଂ ଯାତ୍ରୀ ଯାତାୟତ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସିଆରୟୁଟି ଏକ…

ଚାନ୍ଦିପୁର ରେ ଲଙ୍ଗ୍‌ ରେଞ୍ଜ୍‌ ଲ୍ୟାଣ୍ଡ୍‌ ଆଟାକ୍ କ୍ରୁଜ୍‌ ମିଜାଇଲ୍ ର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡି. ଆର୍. ଡି. ଓ.) ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ପରିସରରୁ ଲଙ୍ଗ ରେଞ୍ଜ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରିଥିଲା। ବ୍ୟାପକ ଉଡ଼ାଣ ପଥ କଭରେଜ୍ ପାଇଁ ଆଇଟିଆର ଦ୍ୱାରା…

ମୁଖ୍ୟ ଶାସନ ସଚିବ ଙ୍କ ଚିଠି ସରକାରଙ୍କ ଅପାରଗତା କୁ ଦର୍ଶାଉଛି : ବିଜେଡି

ଗତକାଲି ରାଜ୍ଯର ମୁଖ୍ଯ ପ୍ରଶାସନିକ ସଚିବଙ୍କ ଦ୍ୱାରା ପ୍ରକାଶିତ ଏକ ଚିଠିରେ ସରକାରୀ କର୍ମଚାରୀଙ୍କୁ ଚାପ ନଦେବାକୁ ଚେତାବନୀ ଦେବା ବିଜୁ ଜନତା ଦଳ ତରଫରୁ ପ୍ରଶାସନ ଏବଂ ସରକାରୀ ଦଳର ବିଫଳତା ବୋଲି ବର୍ଣ୍ଣନା କରାଯାଇଥିଲା। ବିଜୁ ଜନତା ଦଳର…

ଆମ୍ବ ଟାକୁଆ ପ୍ରସଙ୍ଗ ରେ ଜୟ ନାରାୟଣ ମିଶ୍ର ଙ୍କୁ ଘେରିଲା କଂଗ୍ରେସ

ଆମ୍ବଟାକୁଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଦଳ ବିଧାୟକ ରାମଚନ୍ଦ୍ର କାଡାମ ।ମନ୍ତବ୍ୟ ଅନୁଯାୟୀ, ଜୟନାରାୟଣମିଶ୍ରଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି । ଆଦିବାସୀ ମାନେ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଆନ୍ତି ନାହିଁ । ରାସନ ନ…

ଜଙ୍ଗଲ ଜମି କେଳେଙ୍କାରୀ ମାମଲା: ଏନଜିଟିଙ୍କ ନୋଟିସ୍ ପରେ ମାଲକାନଗିରି ଡିଏଫ୍‌ଓଙ୍କୁ ରିପୋର୍ଟ ତଲବ

ମାଲକାନଗିରିରେ ଜଙ୍ଗଲ ଜମି ହଡ଼ପ ମାମଲାରେ ଏନଜିଟିଙ୍କ ନୋଟିସ୍ ପରେ ମାଲକାନଗିରି ଡିଏଫ୍‌ଓଙ୍କୁ ରିପୋର୍ଟ ତଲବ ।୧୫ ଦିନ ଭିତରେ ରିପୋର୍ଟ ଦେବାକୁ ପିସିସିଏଫ୍‌ଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଜମି କେଉଁ ପ୍ରକାର ଓ କେଉଁ କିସମର ସେ ନେଇ…

ଭାସ୍କର ରାଓଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି

ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାରେ ଫସିଛନ୍ତି ବିଜେଡ଼ି ନେତା ତଥା ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ । ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଏନ୍.…