ରାଜ୍ୟ ଓଡ଼ିଶାର ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ମନ୍ତ୍ରୀ ସ୍ତରୀୟ କମିଟି November 13, 2024 Sitaram Senapati ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯଇଅଛି ଯେ, ଅନ୍ୟରାଜ୍ୟ ସହି ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ…
ରାଜ୍ୟ ଗୋମାତା ଯୋଜନା ପାଇଁ ୩୪୨.୬୫କୋଟି କ୍ୟାବିନେଟ ମଞ୍ଜୁରୀ November 13, 2024 Sitaram Senapati ରାଜ୍ୟରେ ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ସହ ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ‘ଗୋମାତା’ ଯୋଜନାରେ ୩ବର୍ଷରେ ୩୪୨.୬୫କୋଟି ଟଙ୍କା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’…
ରାଜ୍ୟ ସରକାରୀ ଚାକିରି ନିଯୁକ୍ତି ପରୀକ୍ଷା ରେ ଅନିୟମିତତା କଲେ ୫ବର୍ଷ ଜେଲ ଓ ୧୦ଲକ୍ଷ ଜୋରିମାନା November 13, 2024 Sitaram Senapati ଓଡ଼ିଶାରେ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଆୟୋଜିତ ସାର୍ବଜନୀନ ପରୀକ୍ଷା ରେ ଜାଲିଆତି, ଠକେଇ, ପରୀକ୍ଷା ପ୍ରକ୍ରିୟାରେ ବବ୍ୟାଘାତ ସୃଷ୍ଟି କରିବା, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ଲିକ୍ କରିବା, ପରୀକ୍ଷା ହଲରେ ଅନଧିକୃତ ପ୍ରବେଶ ଏବଂ ଅନ୍ୟ ନିୟମ…
ରାଜ୍ୟ ଖୁବ ଶୀଘ୍ର ବିସ୍ଥାପିତ ଲୋକଙ୍କୁ ବେଦାନ୍ତ ଅଧିକୃତ ଜମି ଫେରସ୍ତ : ସୁରେଶ ପୂଜାରୀ November 13, 2024 Sitaram Senapati ପୂର୍ବରୁ ଓଡ଼ିଶା ସରକାରଙ୍କ ଦ୍ୱାରା କିଣା ଯାଇଥିବା ଘରୋଇ ଜମି ଏବଂ ପୁରୀ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବେଦାନ୍ତ ଗ୍ରୁପ୍ କୁ ଦିଆଯାଇଥିବା ଜମି ଶୀଘ୍ର ବିସ୍ଥାପିତ ଲୋକଙ୍କୁ ଫେରାଇ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର…
ରାଜ୍ୟ ସୁଭଦ୍ରା ଟଙ୍କା ପାଇ ନଥିବା ମହିଳାମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ November 13, 2024 Sitaram Senapati ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ର ପ୍ରଥମ କିସ୍ତିର ଦିନ ପାଖେଇ ଆସୁଥିବା ବେଳେ, ଓଡ଼ିଶାର ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଦିନ ହିତାଧିକାରୀମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବରକୁ ଅନେକ ଆକାଉଣ୍ଟ ପରିବର୍ତ୍ତେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ…
ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ ୨ ବର୍ଷ ମଧ୍ୟରେ କୁପୋଷଣମୁକ୍ତ ହେବ ଓଡିଶା : ପ୍ରଭାତୀ ପରିଡା November 13, 2024 Sitaram Senapati ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି | ରାଜ୍ୟରେ ଅନାହାର ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି | ୨ ବର୍ଷରେ ରାଜ୍ୟକୁ କୁପୋଷଣମୁକ୍ତ ଘୋଷଣା କରାଯିବ ବୋଲିଦୃଢୋକ୍ତି…
ବ୍ୟବସାୟ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ମିଳିବ ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ November 13, 2024 Sitaram Senapati ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆସନ୍ତା ୧୬ ତାରିଖରେ ପାଳନ ହେବାକୁ ଥିବା ‘ ପ୍ରେସ ଡେ’ କାର୍ଯ୍ୟକ୍ରମରେ ରେ ଦୈନିକ ସମ୍ବାଦପତ୍ର ସତ୍ୟର ସର ନିର୍ଭୟ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ଉତ୍କଳ ସାମ୍ବାଦିକ ରତ୍ନ…
ତାଜା ଖବର ଦେଶ ବୁଲଡୋଜର ଆକ୍ସନ କୁ ସୁପ୍ରିମ କୋର୍ଟ ଙ୍କ ନିନ୍ଦା, ଜାରି କଲେ ନୂଆ ଗାଇଡଲାଇନ November 13, 2024 Sitaram Senapati ସୁପ୍ରିମକୋର୍ଟ ବୁଧବାର ରାୟ ଦେଇଛନ୍ତି ଯେ ସମ୍ପତ୍ତି ମାଲିକଙ୍କୁ ପ୍ରଥମେ ୧୫ ଦିନର ନୋଟିସ୍ ନଦେଇ ଏବଂ ଆଇନଗତ ମାନଦଣ୍ଡ ଅନୁସରଣ ନକରି କୌଣସି ଭଙ୍ଗାରୁଜା କରା ଯାଇପାରିବ ନାହିଁ ।ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ବିଜ୍ଞପ୍ତି ମାଲିକଙ୍କୁ ପଞ୍ଜୀକୃତ…
ରାଜନୀତି ରାଜ୍ୟ ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟ ବିଳମ୍ବ କୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି November 13, 2024 Sitaram Senapati ବିଧାୟକମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବହୁତଳ ପ୍ରସାଦ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ | ଏ ନେଇ ନେଇ ବାଚସ୍ପତି ସୁରମା ପାଢ଼ୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି |କ୍ୱାର୍ଟର କାର୍ଯ୍ୟ ର ସ୍ଥିତି ଜାଣିବା ପାଇଁ ୨ ଥର…
ଦେଶ ରାଜନୀତି ଜଗନ୍ନାଥଙ୍କ କୃପାରୁ ମହାରାଷ୍ଟ୍ର ରେ ଉଡ଼ିବ ବିଜୟର ଧ୍ବଜା: ଭୂପେନ୍ଦ୍ର ଯାଦବ November 13, 2024 Sitaram Senapati ହରିୟାଣା ନିର୍ବାଚନ ରେ ବିଜେପି ର ବିଜୟ ପରେ ଆଗାମୀ ମହାରାଷ୍ଟ୍ର ନିର୍ବାଚନ ରେ ମଧ୍ୟ ବିଜୟ ହାତେଇବା ପାଇଁ ଆଗଭର ଅଛି ବିଜେପି ଦଳ | ମହାରାଷ୍ଟ୍ର ଦେଶ ର ଏକ ମୁଖ୍ୟ ରାଜ୍ୟ ତେଣୁ ସାରା ଦେଶ ର…