Day: 12 November 2024

‘ମୋ ବସ’ ଆପ ସହ ଏଣିକି ‘ଚାଲୋ’ ଆପ୍‌ରେ ମଧ୍ୟ ମିଳିବ ମୋ ବସ୍‌ ଟିକେଟ

ରାଜଧାନୀ ସହରାଞ୍ଚଳ ପରିବହନ (ସି. ଆର୍. ଯ଼ୁ. ଟି.) ଓ. ଏନ୍. ଡି. ସି. ପ୍ଲାଟଫର୍ମରେ ଏବେ ଏକ ପଞ୍ଜୀକୃତ ଡିଜିଟାଲ୍ ଟିକେଟ୍ ବିକ୍ରେତା ହୋଇପାରିଛି। ନବସୃଜନ ପ୍ରତି ପ୍ରତିବଦ୍ଧତା ଏବଂ ଯାତ୍ରୀ ଯାତାୟତ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସିଆରୟୁଟି ଏକ…

ଚାନ୍ଦିପୁର ରେ ଲଙ୍ଗ୍‌ ରେଞ୍ଜ୍‌ ଲ୍ୟାଣ୍ଡ୍‌ ଆଟାକ୍ କ୍ରୁଜ୍‌ ମିଜାଇଲ୍ ର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡି. ଆର୍. ଡି. ଓ.) ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ପରିସରରୁ ଲଙ୍ଗ ରେଞ୍ଜ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରିଥିଲା। ବ୍ୟାପକ ଉଡ଼ାଣ ପଥ କଭରେଜ୍ ପାଇଁ ଆଇଟିଆର ଦ୍ୱାରା…

ମୁଖ୍ୟ ଶାସନ ସଚିବ ଙ୍କ ଚିଠି ସରକାରଙ୍କ ଅପାରଗତା କୁ ଦର୍ଶାଉଛି : ବିଜେଡି

ଗତକାଲି ରାଜ୍ଯର ମୁଖ୍ଯ ପ୍ରଶାସନିକ ସଚିବଙ୍କ ଦ୍ୱାରା ପ୍ରକାଶିତ ଏକ ଚିଠିରେ ସରକାରୀ କର୍ମଚାରୀଙ୍କୁ ଚାପ ନଦେବାକୁ ଚେତାବନୀ ଦେବା ବିଜୁ ଜନତା ଦଳ ତରଫରୁ ପ୍ରଶାସନ ଏବଂ ସରକାରୀ ଦଳର ବିଫଳତା ବୋଲି ବର୍ଣ୍ଣନା କରାଯାଇଥିଲା। ବିଜୁ ଜନତା ଦଳର…

ଆମ୍ବ ଟାକୁଆ ପ୍ରସଙ୍ଗ ରେ ଜୟ ନାରାୟଣ ମିଶ୍ର ଙ୍କୁ ଘେରିଲା କଂଗ୍ରେସ

ଆମ୍ବଟାକୁଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଦଳ ବିଧାୟକ ରାମଚନ୍ଦ୍ର କାଡାମ ।ମନ୍ତବ୍ୟ ଅନୁଯାୟୀ, ଜୟନାରାୟଣମିଶ୍ରଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି । ଆଦିବାସୀ ମାନେ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଆନ୍ତି ନାହିଁ । ରାସନ ନ…

ଜଙ୍ଗଲ ଜମି କେଳେଙ୍କାରୀ ମାମଲା: ଏନଜିଟିଙ୍କ ନୋଟିସ୍ ପରେ ମାଲକାନଗିରି ଡିଏଫ୍‌ଓଙ୍କୁ ରିପୋର୍ଟ ତଲବ

ମାଲକାନଗିରିରେ ଜଙ୍ଗଲ ଜମି ହଡ଼ପ ମାମଲାରେ ଏନଜିଟିଙ୍କ ନୋଟିସ୍ ପରେ ମାଲକାନଗିରି ଡିଏଫ୍‌ଓଙ୍କୁ ରିପୋର୍ଟ ତଲବ ।୧୫ ଦିନ ଭିତରେ ରିପୋର୍ଟ ଦେବାକୁ ପିସିସିଏଫ୍‌ଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଜମି କେଉଁ ପ୍ରକାର ଓ କେଉଁ କିସମର ସେ ନେଇ…

ଭାସ୍କର ରାଓଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି

ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାରେ ଫସିଛନ୍ତି ବିଜେଡ଼ି ନେତା ତଥା ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ । ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଏନ୍.…

‎ଭରତପୁର ଥାନା ମାମଲା: କୋର୍ଟରେ ତଥ୍ୟ ଦାଖଲ କଲେ ରାଜ୍ୟ ସରକାର

ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି ସରକାର । ଥାନାରେ ସେନା ଅଧିକାରୀଙ୍କ ବ୍ୟବହାର ନେଇ ଏସଓପି ଅଣାଯାଇଛି । ମାମଲାର ତଦନ୍ତ ଚାଲିଛି, ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ । ଥାନାରେ ସିସିଟିଭି ନେଇ ଏଡିଜି…

ଦାଦାବଟି ମାଗି ଗିରଫ ହେଲେ ବିଜେପି ନେତା ଇତିଶ ପ୍ରଧାନ

ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା । ଗିରଫ ହେଲେ ବିଜେପି ନେତା ଇତିଶ ପ୍ରଧାନ। ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୂର୍ବତନ ଏନଏସୟୁଆଇ ରାଜ୍ୟ ସଭାପତି ତଥା ବର୍ତ୍ତମାନର…

ହେଲିକପ୍ଟର ନାଁ ଶୁଣି ଚିହିଁକୁଚନ୍ତି ତପସ୍ୱୀ

ହେଲିକପ୍ଟର ନାଁ ଶୁଣିଲେ ଚିହିଁଙ୍କି ପଡ଼ୁଚରି ପାଣ୍ଡିଆନ । ପଚାରନ୍ତୁ କିଆଁ ? ଦିନ ଥିଲା ହେଲିକପ୍ଟରରେ ଉଡିବା ସଉକ ଥିଲା ପାଣ୍ଡିଆନଙ୍କର । କାହିଁକି ବା ନହବ ? ସିଏ ତ ସରକାର । ସିଏ ତ ଦଳ ।…

ଦୁଇ ରେଂଜ ମଝିରେ ଫସି ରହିଛି ୯ ଟିକିଆ ହାତୀ

ଦୁଇ ରେଂଜ ମଝିରେ ଫସି ରହିଛି ୯ ଟିକିଆ ହାତୀ । ରେଢ଼ାଖୋଲ ଓ ବଡ଼ବାହାଲ ରେଂଜ ମଝି ଅଙ୍ଗାରପଡ଼ା ଗାଁରେ ଫସିଛନ୍ତି ହାତୀପଲ । ବିଳମ୍ବିତ ରାତିରୁ ୯ ପଟିଆ ହାତୀ ପଲ ରେଢ଼ାଖୋଲ ବନଖଣ୍ଡ, ଵଡବାହାଲ ରେଂଜ ଓ…