Month: November 2024

ରାଜ୍ୟ ମହିଳା କମିଶନରଙ୍କ ପଦଚ୍ୟୁତ ମାମଲା ରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

ଗତ କିଛି ଦିନ ପୂର୍ବେ ଓଡିଶା ମହିଳା କମିଶନର ଙ୍କୁ ରାଜ୍ୟ ସରକାର ପଦଚ୍ୟୁତ କରିଥିଲେ | ଆଜି ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଅଧ୍ଯକ୍ଷା ଓ ସଦସ୍ଯାଙ୍କୁ ବରଖାସ୍ତ କରିବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ ଜାରି କରିଛନ୍ତି…

ଅଦାନୀ ଲାଞ୍ଚ ଘଟଣା:ଆମେରିକାର ଅଭିଯୋଗ ତାଲିକାରେ ଓଡିଶା ସହ ୩ ଅନ୍ୟ ରାଜ୍ୟ

ସୌର ଶକ୍ତି ଚୁକ୍ତି ହାସଲ କରିବା ପାଇଁ ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗରେ ଗୌତମ ଆଦାନୀ ଏବଂ ଅନ୍ଯ ସାତଜଣଙ୍କୁ ଆମେରିକା ଅଭିଯୁକ୍ତ କରିବା ପରେ ଧ୍ୟାନ ଆକର୍ଷଣ କରୁଥିବା ଚାରିଟି ରାଜ୍ଯ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ…

ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେଡି

ରାଜ୍ୟରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ୧୦ ଜଣ ଗିରଫ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାକୁ ଗୁରୁତ୍ବର ସହିତ ନେଉଛନ୍ତି ରାଜ୍ୟ ସରକାର । ଏହି ଘଟଣାରେ ସଂପୃକ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ଏହି ୧୦…

ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା: ବଦ୍ରୀପାତ୍ର

ପୁଣି ବିଜେଡି ଫେରିବା ବୟାନବାଜିକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଜେଡିର ବହୁ ବରଷ୍ଠେ ନେତା, ନବୀନ ପଟ୍ଟନାୟକ ପୁଣି କ୍ଷମତାକୁ ଫେରିବେ ବୋଲି କହୁଛନ୍ତି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଘସିପୁରା ବିଧାୟକ ତଥା ଦଳର ବରିଷ୍ଠ…

ବାଲିଯାତ୍ରାରେ ଥିବା ଖାଦ୍ୟ ଷ୍ଟଲରେ ସିଏମସିର ଚଢାଉ

କଟକ ବାଲିଯାତ୍ରାରେ କଟକ ମହାନଗର ନିଗମର ସିଏମସି ପକ୍ଷରୁ ଚାଲିଛି ଚଢାଉ । ବାଲିଯାତ୍ରାକୁ ସ୍ୱଚ୍ଛ ଓ ପ୍ରଦବୂଷଣ ମୁକ୍ତ କରିବାକୁ ଜାରି ରହିଛି ପ୍ରଶାସନର ପ୍ରୟାସ । ଏହି ପରିପ୍ରେକ୍ଷୀରେ ବାଲିଯାତ୍ରାରେ ଥିବା ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇଛି…

ନୂଆଦିଲ୍ଲୀରେ ଡାକ୍ତର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ

ଜାତୀୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ହରେକୃଷ୍ଣ ମହତାବ ୧୨୫ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ…

ଅଙ୍ଗନବାଡ଼ି କେନ୍ଦ୍ରରେ ପୋକ ସାଲୁବାଲୁ ଛତୁଆ ଘଟଣା: ଛତୁଆ ପ୍ରସ୍ତୁତକାରୀ ସଂସ୍ଥାକୁ ଏତେ ଅନୁକମ୍ପା କାହିଁକି ?

ଅଙ୍ଗନବାଡ଼ି କେନ୍ଦ୍ରରେ ପୋକ ସାଲୁବାଲୁ ଛତୁଆ ଯୋଗାଣ ଓ ବଣ୍ଟନକୁ ନେଇ ଗତ ଏକମାସ ପୂର୍ବେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଏବଂ ଅଭିଯୋଗ ଉପରେ ତଦନ୍ତ ସାରିଥିଲେ ମଧ୍ୟ ଯୋଗାଣକାରୀ ସଂସ୍ଥା ଅଥବା ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ…

ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କରାଗଲା ମାଲ୍ୟାର୍ପଣ

ଜନ୍ମବାର୍ଷିକୀ ଅବସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଥିବା ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଉକ୍ତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ…

ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଆଜି ଏକ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତୃତୀୟ ପର୍ଯ୍ୟୟରେ ସାମିଲ ହେବେ ସମସ୍ତ ଅଙ୍ଗନୱାଡି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି। ରାଜ୍ୟର ସମସ୍ତ ଆଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କୁ ଡିସେମ୍ବର ସୁଦ୍ଧା…