Month: May 2024

ପର୍ଯ୍ୟଟକ ବସରେ ନିଆଁ; ୯ ଜଣ ମୃତ, ଅନେକ ଗୁରୁତର

ହରିୟାଣାର ନୁହରେ ଗତ ବିଳମ୍ବିତ ରାତି ପ୍ରାୟ ୧.୩୦ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ମଧ୍ୟରୁ…

ରତ୍ନଭଣ୍ଡାର ଚାବି ହଜିଲା କେଉଁଠି ? : ଭର୍ତ୍ତୃହରି

ସରଗରମ ହେଉଛି ନିର୍ବାଚନ ପ୍ରଚାର। ଚଳିତ ବର୍ଷ ବିଜେପି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଆଧାର କରି ରଜ୍ୟ ସରକାରଙ୍କୁ ପ୍ରଶ୍ନ ତୀରରେ ଘାଇଲା କରିବାରେ ଲାଗିଛି। ଡୁପ୍ଲିକେଟ୍ ଚାବିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ…

ନିଆଳି କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ପଛରେ ଅଫିସରଙ୍କ ହାତ!

ନିଆଳି କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ। ଜ୍ୟୋତିରଞ୍ଜନଙ୍କ ବଦଳରେ ମା’ ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ଗତ ୧୪ତାରିଖରେ ନାମାଙ୍କନ ଭରିଥିଲେ ଜ୍ୟୋତିରଞ୍ଜନ । ତେବେ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜକୁ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରସ…

ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେଉଛି ପ୍ରଚାର

ଆସନ୍ତା ୨୦ ତାରିଖ ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ଆଜି ଶେଷ ହେଉଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ୱେଟ୍ ନେତା ତଥା ଦଳର ଷ୍ଟାର ପ୍ରଚାରକଙ୍କୁ ଆଣି ୫ ସଂସଦୀୟ କ୍ଷେତ୍ର…

ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ନେତୃବୃନ୍ଦମାନଙ୍କ ବିଭିନ୍ନ ସ୍ଥାନ ଗସ୍ତ

ଭୁବନେଶ୍ୱର : ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ପାଇଁ । ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ…

ଅନୁଭବଙ୍କ ବଡ଼ ବୟାନ; ଓଡ଼ିଶାରେ ଚାଲୁନାହିଁ ନବୀନ ପଟ୍ଟନାୟକଙ୍କ ଶାସନ

ଭୁବନେଶ୍ୱର, ତା.୧୭/୦୫: ୨୦୨୪ ନିର୍ବାଚନରେ ବିଜେଡି ଜିତିବ ବୋଲି ଡିଣ୍ଡିମ ପିଟୁଛି । ବାସ୍ତବରେ କ୍ଷେତ୍ରରେ ଓଡ଼ିଶାର ଲୋକ ବିଜେଡିକୁ ଭୋଟ ଦେଉଥିଲେ ନବୀନ ବାବୁଙ୍କ ପାଇଁ, କିନ୍ତୁ ଏବେ ଓଡ଼ିଶାରେ ନବୀନ ଶାସନ ଚାଲୁନାହିଁ । ନବୀନ ବାବୁଙ୍କୁ ଓଡ଼ିଶାର…

ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟର ପର୍ଯ୍ୟଟନର ସଠିକ ପ୍ରଚାର କରିବାରେ ବିଜେଡି  ବିଫଳ ହୋଇଛି : ହେମା ମାଳିନୀ

ଭୁବନେଶ୍ୱର, : ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ଆଜି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ ଓଡ଼ିଶା ଆସିଛନ୍ତି । ପ୍ରଥମେ ସେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ସାଲିଆ ସାହିରେ ପ୍ରଚାର କରୁଛନ୍ତି । ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି…

ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।ତେବେ କେଉଁ ଅଭିଯୋଗରେ ପଚରାଉଚରା ହୋଇଛି…

ଆସୁଛି ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ଦିନରେ ଗ୍ରୀଷ୍ମ ପ୍ରବାହ ରାତିରେ କାଳବୈଶାଖୀର ତାଣ୍ଡବ ରଚୁଥିବାବେଳେ ଏବେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ମେ ୨୩ରୁ ୩୦ ତାରିଖ ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ…

ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି : ଶାହ

ରାଉରକେଲା : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ହେବ । ଏହାକୁ ଆଖି ଆଗରେ ରଖି ବିଜେପିର ହେଭିୱେଟ୍ ନେତାଙ୍କର ସୁଅ ଛୁଟିଛି ଓଡ଼ିଶାକୁ । ତେବେ ଆଜି ନିର୍ବାଚନ ପ୍ରଚାର…