Month: May 2024

ଦିନ ୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୩୫.୬୯ ପ୍ରତିଶତ ମତଦାନ

ଆଜି ଆରମ୍ଭ ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ହୋଇସାରିଛି ।ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ସୂଚନା ଅନୁଯାୟୀ, ଦିନ ୧ଟା ସୁଦ୍ଧା…

ନିର୍ବାଚନ ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ହିନ୍ଦୋଳ ବାହାଲୁଣ୍ଡା ବୁଥ ନଂ ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହିନ୍ଦୋଳ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସୁଚନାମୂତବକ, ମତଦାନ କେନ୍ଦ୍ରରେ ଅଂଶୁଘାତରେ ଜଣେ ବିଜେପି ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା…

ରାସ୍ତା କଲେନି ସରକାର, ଭୋଟ ଦେଲେନି ଗାଁ ଲୋକ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ଗାଁର ଲୋକ ଭୋଟ ବର୍ଜନ କରିଛନ୍ତି। ଜାତୀୟ ରାଜପଥ ୫୩ ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ବର୍ଷ…

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହେଇଛି ୨୧.୩୨ ପ୍ରତିଶତ ମତଦାନ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନର ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ସରିଛି । ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ଦେବଗଡରେ ସର୍ବାଧିକ ମତଦାନ ହୋଇଛି । ଦେବଗଡରେ…

ଉପାସନାଙ୍କୁ ଅଶାଳୀନ ଭାଷାରେ ଗାଳି ଦେଲେ ବିଜେଡି ଯୁବକ; ଗଡ଼ରୋଡଙ୍ଗରେ ଉତ୍ତେଜନା

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଆଜି ବ୍ରହ୍ମଗିରିରେ ଦେଖା ଦେଇଛି ଅସନ୍ତୋଷର ମାହୋଲ । ବ୍ରହ୍ମଗିରିରୁ ବିଜେପି ବିଧାନସଭା ପ୍ରାର୍ଥୀ ଓ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି ବିଜେଡିର…

ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଏରୋଡ୍ରମ ୟୁପି ସ୍କୁଲରେ ପହଞ୍ଚି ଭୋଟ୍ ଦେଇଛନ୍ତି ନବୀନ । ନିଜର ମତଦାନ ସାବ୍ୟସ୍ତ…

ଓମାନରେ ଫସିଛନ୍ତି ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ କରୁଛନ୍ତି ଗୁହାରି

ଓମାନ ଦେଶରେ ଫସିଛନ୍ତି ୭ ଜଣ ଓଡ଼ିଆ ଶ୍ରମିକ। କାମ କରିବାକୁ ଯାଇ ଅତ୍ୟାଚାରର ଶିକାର ହୋଇଛନ୍ତି ଓଡ଼ିଆ ଯୁବକ। ଏଥିରେ ଗଞ୍ଜାମ ଜିଲ୍ଲାର ୫ ଜଣ, ଜଗତସିଂହପୁର ଓ ଖୋର୍ଦ୍ଧା ୨ ଜଣ ଯୁବକ ରହିଛନ୍ତି। ଜଣେ ଠିକାଦାର ମିଥ୍ୟା…

ଏଥର ଓଡିଶାରେ ହେବ ବିଜେପି ସରକାର: ଧର୍ମେନ୍ଦ୍ର

ଆଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଦେବା ପୂର୍ବରୁ ମା’ ସମଲେଇଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ ନିଜର ମତଦାନ ପୂର୍ବରୁ ମା’ ସମଲେଇଙ୍କ ଆଶୀର୍ବାଦ ଲୋକ କଲ୍ୟାଣକାରୀ ହେବ । ଦେଶକୁ ଏକ ଶକ୍ତିଶାଳୀ ଦେଶ ଏବଂ…

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ

ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମତଦାନ କରୁଛନ୍ତି ଭୋଟର । ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା…

ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋକୁ ରୋକିବା ପାଇଁ ଦିଦିଙ୍କ ନୂଆ ଫର୍ମୁଲା

କୋଲକାତାରେ ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହୋଇପାରେ । କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର । ଏହି ଅନୁଯାୟୀ ପଶ୍ଚିମବଙ୍ଗରେ ଗୋଟିଏ ସ୍ଥାନରେ ପାଞ୍ଚରୁ…