Day: 21 May 2024

ଓଡ଼ିଶାରେ ହେବନି ତାମିଲ ଶାସନ: ଅମିତ ଶାହ

ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ ବର୍ଷିଛନ୍ତି। ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷର ଅଭାବ ରହିଛି। ଓଡ଼ିଶା ପାଇଁ…

ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲଙ୍କୁ ସମନ

ନୂଆଦିଲ୍ଲୀ : ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ରାହୁଲ ଗାନ୍ଧୀ । ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ରାହୁଲ ଗାନ୍ଧୀ କହିଥିଲେ ଯେ ଜଣେ ହତ୍ୟା ଅଭିଯୁକ୍ତ…

ହିଞ୍ଜିଳିରେ ଭୋଟ ହାର ସବୁଠାରୁ କମ; ଦାଦନ ଓ ଅନାଗ୍ରହ ଦାୟୀ!

ରାଜ୍ଯରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏ ଅଧୀନରେ ଥିବା ୩୫ ବିଧାନସଭା ନିର୍ବାଚନମଣ୍ଡଳୀରେ ମତ ସାବ୍ଯସ୍ତ କଲେ ଜନତା। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ କାମ ମତଦାନ ହୋଇଛି ହିଞ୍ଜିଳିରେ । ରାଜ୍ୟରେ…

ନିର୍ବାଚନ ପ୍ରଚାର ପାଇଁ ୩ ଦିନିଆ ବାଲେଶ୍ୱର ଗ୍ରସ୍ତରେ ରେଳମନ୍ତ୍ରୀ

ଆଜି ଟ୍ରେନ ଯୋଗେ ଭୁବନେଶ୍ୱରରୁ ବାଲେଶ୍ୱର ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେଠାରେ ୩ଦିନ ନିର୍ବାଚନୀ ପ୍ରଚାର କରିବେ । ଟ୍ରେନ୍ ରେ ଗସ୍ତବେଳେ ସେ ଗଣମାଧ୍ୟମକୁ କହିଛନ୍ତି ୨୦୧୪ ପୂର୍ବରୁ ରେଲୱେ ପାଇଁ ଓଡିଶାକୁ ମିଳୁଥିଲା ବର୍ଷକୁ ମାତ୍ର ୮୦୦…

ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ , ଇଭିଏମରେ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ଭୁବନେଶ୍ୱର : ରାଜ୍ୟରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ମତଦାନ ହୋଇଛି । ଏହାସହିତ ରାଜ୍ୟରେ ୬୯.୩ ୪% ଭୋଟିଂ ରେକର୍ଡ ହୋଇଛି ।…

ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ ଦିନ ଉପବାସ କରିବେ ସମ୍ବିତ ପାତ୍ର

ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ପ୍ରାର୍ଥୀ ବିଜେପି ସମ୍ବିତ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି…

ଆଜି ଓଡ଼ିଶାର ୪ଟି ସ୍ଥାନରେ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହା

ବିଜେପି ଫୋକସରେ ଏବେ ଓଡ଼ିଶା ରହିଥିବା ବେଳେ ଜଣକ ପରେ ଜଣେ ବିଜେପିର ହେବିୱେଟ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି…