Day: 18 May 2024

ବିଶାଳ ଦାସଙ୍କ PAଙ୍କ ଘରେ ଚାଲିଛି ଆୟକର ଟିମର ଚଢ଼ାଉ

ଝାରସୁଗୁଡ଼ାରେ ଦ୍ୱିତୀୟ ଦିନରେ ଚାଲିଛି ଆୟକର ଟିମର ଚଢ଼ାଉ।ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ PAଙ୍କ ଘରେ ହେଉଛି ରେଡ୍। ବିଶାଳ ବ୍ୟକ୍ତିଗତ ସହାୟକ ଆଶିଷ ଦାସଙ୍କ କୋଲାବିରା ଘରେ ରେଡ୍‌ ଚାଲିଛି। ୨ ଜଣିଆ ଆୟକର ଟିମ…

ପର୍ଯ୍ୟଟକ ବସରେ ନିଆଁ; ୯ ଜଣ ମୃତ, ଅନେକ ଗୁରୁତର

ହରିୟାଣାର ନୁହରେ ଗତ ବିଳମ୍ବିତ ରାତି ପ୍ରାୟ ୧.୩୦ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ମଧ୍ୟରୁ…

ରତ୍ନଭଣ୍ଡାର ଚାବି ହଜିଲା କେଉଁଠି ? : ଭର୍ତ୍ତୃହରି

ସରଗରମ ହେଉଛି ନିର୍ବାଚନ ପ୍ରଚାର। ଚଳିତ ବର୍ଷ ବିଜେପି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଆଧାର କରି ରଜ୍ୟ ସରକାରଙ୍କୁ ପ୍ରଶ୍ନ ତୀରରେ ଘାଇଲା କରିବାରେ ଲାଗିଛି। ଡୁପ୍ଲିକେଟ୍ ଚାବିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ…

ନିଆଳି କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ପଛରେ ଅଫିସରଙ୍କ ହାତ!

ନିଆଳି କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ। ଜ୍ୟୋତିରଞ୍ଜନଙ୍କ ବଦଳରେ ମା’ ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ଗତ ୧୪ତାରିଖରେ ନାମାଙ୍କନ ଭରିଥିଲେ ଜ୍ୟୋତିରଞ୍ଜନ । ତେବେ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜକୁ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରସ…

ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେଉଛି ପ୍ରଚାର

ଆସନ୍ତା ୨୦ ତାରିଖ ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ଆଜି ଶେଷ ହେଉଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ୱେଟ୍ ନେତା ତଥା ଦଳର ଷ୍ଟାର ପ୍ରଚାରକଙ୍କୁ ଆଣି ୫ ସଂସଦୀୟ କ୍ଷେତ୍ର…