ବଦଳିଲା ରାଜ୍ୟ ସରକାରଙ୍କ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ନାମକୁ ପରିବର୍ତ୍ତନ କରାଯାଇ ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ହୋଇଛି । ସେହିପରି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପଦବୀକୁ ‘ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶକ’ ନାମରେ ନାମିତ କରାଯାଇଛି । Post navigation President Murmu To Visit Odisha: ଅଗଷ୍ଟ ୩ରେ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ NEET Paper Leak Protest in Delhi: ଦିଲ୍ଲୀରେ ଲାଠିଚାର୍ଜ ଘଟଣା; ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡିର ରାଜ୍ୟସଭା ସାଂସଦ