ତାଜା ଖବର ରାଜନୀତି ରାଜ୍ୟ Student Congress Slams BJP Govt: ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାରେ ସରକାର ବିଫଳ; ୫ ଦଫା ଦାବି ନେଇ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ: ବିଭୂତି ଭୂଷଣ ମହାପାତ୍ର November 9, 2026 Papirani ରାଜ୍ୟରେ ବେକାରୀ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାର ଅବସ୍ଥାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର । ନିର୍ବାଚନ ପୂର୍ବରୁ ଯୁବକ ଓ ଛାତ୍ରମାନଙ୍କୁ ନିଯୁକ୍ତି…