ଖେଳ ତାଜା ଖବର Asian Games 2026: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍ ଦଳ, ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ ପଦକ September 22, 2026 Papirani ଭାରତର ମହିଳା କ୍ରିକେଟ୍ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏସୀୟ କ୍ରୀଡ଼ାର ମହିଳା କ୍ରିକେଟ୍ ଫାଇନାଲ୍ ମ୍ୟାଚରେ ଭାରତୀୟ ମହିଳା ଦଳ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୧୪୭ ରନର ବିଶାଳ ବ୍ୟବଧାନରେ ପରାସ୍ତ…