Tag: Water bill

Water Tax Unpaid Across OMC Mines: ଓଏମ୍‌ସିର ବିଭିନ୍ନ ଖଣି ଉପରେ ୮୫.୬୧ ଲକ୍ଷ ଟଙ୍କାର ଜଳକର ବାକି: ତୁରନ୍ତ ଆଦାୟ ପାଇଁ ଜଳସମ୍ପଦ ବିଭାଗର ତାଗିଦ୍ 

ରାଜ୍ୟର ଅଗ୍ରଣୀ ଖଣି ଉଦ୍ୟୋଗ ଓଡ଼ିଶା ଖଣି ନିଗମ (ଓଏମସି)ର ବିଭିନ୍ନ ଖଣି ଓ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ବହୁ ପରିମାଣର ଜଳକର ବାକି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ମାସ ଧରି ବିଭିନ୍ନ ୟୁନିଟ୍ ପ୍ରଚୁର ପରିମାଣର ଜଳ…