Tag: Uttar Pradesh

ମହାକୁମ୍ଭରେ ଅଘଟଣ; ଦଳାଚକଟାରେ ୩୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୬୦ ଆହତ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଆଜି ବଡ଼ ଧରଣର ଅଘଟଣ ଘଟିଛି । ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଉଥିବାବେଳେ ଦଳାଚକଟା ହୋଇ ୩୦ ଜଣଙ୍କ ମୃତ୍ୟୁ…

ମହାକାଶରୁ ଦୃଶ୍ୟମାନ ହେଲା ମହାକୁମ୍ଭର ଅଦ୍ଭୁତ ଦୃଶ୍ୟ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ରବିବାର ରାତିରେ ମହାକାଶରୁ ବିଶ୍ୱର ସର୍ବବୃହତ ଧାର୍ମିକ ଓ ମାନବୀୟ ସମାରୋହ ମହାକୁମ୍ଭ-୨୦୨୫ ର ଚମତ୍କାର ଫଟୋ ଉଠାଇଛି । ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ର ମହାକାଶଚାରୀ ଡନ୍ ପେଟିଟ୍ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆ…

ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଆସିଲା ଆଳୁ

ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି । ଭୁବନେଶ୍ବର ଆଇଗିଣିଆ ଗୋଦାମରେ ପହଞ୍ଚିଲା ୧୦ ଟ୍ରକ୍‌ ଆଳୁ । ପଶ୍ଚିମବଙ୍ଗ ସରକାର ଆଳୁ ଗାଡ଼ି ନ ଛାଡ଼ିବା ପରେ ଏବେ ଉତ୍ତରପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗରୁ ମଧ୍ୟ କିଛି…

ଉତ୍ତରପ୍ରଦେଶରୁ କାଲି ସୁଦ୍ଧା ୩୦୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିବ ଓଡିଶା

କାଲି ସୁଦ୍ଧା ୟୁପିରୁ ଓଡ଼ିଶାକୁ ୩୦୦ ଟ୍ରକ୍ ଆଳୁ ଗାଡ଼ି ଆସିବ। ୩୦୦ ଟ୍ରକ ଆସିବା ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଆଜି ସୂଚନା ଦେଇଛନ୍ତି। ଆସୁଥିବା ଆଳୁ ଗାଡ଼ି କାଲି ଓଡ଼ିଶାରେ ପହଞ୍ଚିବ ଏବଂ ଆଳୁ ଗାଡ଼ି ପହଞ୍ଚିବା…

ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଗ୍ନିକାଣ୍ଡ; ୧୦ ନବଜାତ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶର ଝାନ୍‌ସୀ ସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଘଟଣ । ମେଡିକାଲ କଲେଜର ଏନଆଇସିୟୁ (ନ୍ୟୁ ବର୍ଣ୍ଣ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍)ରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇଁ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ…

ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ନଭେମ୍ବର ୧୩ ରେ ଉତ୍ତରପ୍ରଦେଶ ଉପନିର୍ବାଚନ ହେବାକୁ ଥିବା ବେଳେ ୯ଟି ବିଧାନସଭା ଆସନରୁ ବିଜେପି ଆଜି ୭ ଟି ବିଧାନସଭା ଆସନର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା…

ପୁଣି ରେଳ ଧାରଣାରୁ ମିଳିଲା ଏଲପିଜି ସିଲିଣ୍ଡର

ପୁଣି ଟ୍ରାକ୍‌ରେ ସିଲିଣ୍ଡର୍ ରଖି ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଛି। ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ନିକଟରେ ରବିବାର ସକାଳେ ରେଳ ଧାରଣାରୁ ଏକ ଏଲପିଜି ସିଲିଣ୍ଡର ମିଳିଛି। ମାଲବାହୀ ଟ୍ରେନ୍ ଆଗରେ ସିଲିଣ୍ଡର ଦେଖି ଲୋକୋ…

ୟୁପି ନକଲି ନୋଟ ରାକେଟ ଠାବ ଘଟଣାରେ ଓଡ଼ିଶା ଲିଙ୍କ

ଉତ୍ତର ପ୍ରଦେଶ ପ୍ରୟାଗରାଜସ୍ଥିତ ମଦ୍ରାସାରେ ଗତ ୨୮ ତାରିଖରେ ନକଲି ନୋଟ୍ ରାକେଟ୍ ଠାବହୋଇଥିବା ବେଳେ ଏଥିରେ ଓଡିଶା ଲିଙ୍କ ଥିବା ଜଣାପଡିଛି। ସନ୍ଦେହଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପ୍ରୟାଗରାଜ ପୋଲିସ ଚଢ଼ଉ କରିଥିଲା। ରାକେଟ୍‌ରେ…

ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ; ଆଉ ଜଣେ ଶିଶୁକୁ ଲହୁଲୁହାଣ କଲା

ଉତ୍ତର ପ୍ରଦେଶର ବାହାରଚିରେ ଗଧିଆ ଆତଙ୍କ ଥମୁନି । କାଲି ଆତଙ୍କ ଖେଳାଇ ଥିବାବେଳେ ଆଜି ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା। ଗଧିଆ ଆକ୍ରମଣରେ ଶିଶୁ ଗୁରୁତର ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ମାସରେ…

ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ

ଉତ୍ତର ପ୍ରଦେଶ ବାହାରଚିରେ ଗଧିଆ ଆତଙ୍କ ଥମିବାର ନାଁ ଧରୁନି। ପୁଣି ଆଉ ଜଣେ ଶିଶୁକୁ ମାରିଲା ଗଧିଆ। ୩ ବର୍ଷର ଶିଶୁକୁ ଘରୁ ଟାଣି ନେଇ ମାରିଦେଇଛି। ଗଧିଆ ଆକ୍ରମଣରେ ଆଉ୨ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ୨…