ତାଜା ଖବର ରାଜ୍ୟ BJP to Observe Tribal Pride Day in Odisha: ନଭେମ୍ବର ୧୧ ରୁ ୨୨ ପର୍ଯ୍ୟନ୍ତ ପାଳନ ହେବ ‘ଜନଜାତୀୟ ଗୌରବ ଦିବସ’: ବିଜେପି November 11, 2026 Papirani ଆସନ୍ତା ନଭେମ୍ବର ୧୫ରେ ମହାନ ସ୍ୱାଧୀନତା ସଂଗ୍ରାମୀ ‘ଧରତୀ ଆବା’ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ଏବଂ ୨୨ରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜନ୍ମଜୟନ୍ତୀ ପାଳନ କରିବ ବିଜେପି । ଏହି ଅବସରରେ ନଭେମ୍ବର ୧୧ ରୁ ୨୨…