ତାଜା ଖବର ରାଜ୍ୟ Odisha Travel Bazaar 2026 Inaugurated: ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୬ ଉଦ୍ଘାଟିତ October 3, 2026 Nirvay ଭୁବନେଶ୍ୱରରେ ସପ୍ତମ ‘ଓଡ଼ିଶା ଟ୍ରାଭେଲ ବଜାର-୨୦୨୬’ର ଶୁଭାରମ୍ଭ ହୋଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଆୟୋଜିତ ଏହି ତିନିଦିନିଆ ବ୍ୟବସାୟିକ ପର୍ଯ୍ୟଟନ କାର୍ଯ୍ୟକ୍ରମ ଆସନ୍ତା…