ତାଜା ଖବର ରାଜ୍ୟ Farmers Protest Over Token Issue: ଟୋକନ୍ ସମସ୍ୟାକୁ ନେଇ ଚାଷୀଙ୍କ ପ୍ରତିବାଦ, ବିଷ ବୋତଲ ଧରି ଡିଆର୍ସିଏସ୍ ଅଫିସ ଘେରାଓ June 27, 2026 Nirvay ଧାନ ବିକ୍ରି ପାଇଁ ଟୋକନ ନ ମିଳିବା ଅଭିଯୋଗ କରି ଆଜି ବରଗଡ଼ର ଚାଷୀମାନେ ଜିଲ୍ଲା ଡିଆର୍ସିଏସ୍ କାର୍ଯ୍ୟାଳୟ ଘେରାଓ କରିଛନ୍ତି । କିଛି ଚାଷୀ ପ୍ରତିବାଦ ସ୍ୱରୂପ ବିଷ ବୋତଲ ଧରି ଅଫିସ ଆଗରେ ଧାରଣା ଦେଇଥିଲେ । ଚାଷୀଙ୍କ…