Tag: Sura Routray

କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁର ରାଉତରାୟ

୯ ମାସ ପରେ ଦଳକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ । ମାର୍ଚ୍ଚ ୨୭ରେ କଂଗ୍ରେସର ସବୁ କମିଟିରୁ ସେ ଇସ୍ତଫା ଦେଇଥିଲେ । ସମର୍ଥକଙ୍କ ସହ କଂଗ୍ରେସ ଭବନକୁ ମୁଣ୍ଡିଆ ମାରି ପ୍ରବେଶ…

ପ୍ରଭାତୀ ପରିଡ଼ାଙ୍କୁ ‘ଅଲାଜୁକୀ’ କହିଲେ ସୁର ରାଉତରାୟ

ତୃତୀୟ ଦିନରେ ପହଁଚିଲା ମିଶନ ଶକ୍ତି ମାଙ୍କ ଆନ୍ଦୋଳନ। ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡ଼ରରେ କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ…

ଶହୀଦଙ୍କୁ ଅସମ୍ମାନ କରି ଅଡ଼ୁଆରେ ସୁର: କ୍ଷମା ମାଗିଲେ

ବରିଷ୍ଠ ନେତା ସୁର ରାଉତରାୟ ସବୁବେଳେ ତାଙ୍କ ବିବାଦୀୟ ବୟାନବାଜି ନେଇ ଚର୍ଚ୍ଚାରେ ରୁହନ୍ତି । ପୁଣି ଏବେ ସେ ଶହୀଦ ମାଧୋ ସିଂକୁ ସମାଲୋଚନା ଓ ଅସମ୍ମାନ କରିବା ନେଇ ଅଡ଼ୁଆରେ ପଡିଛନ୍ତି। ଏହି ପ୍ରସଙ୍ଗରେ ସେ ଆଜି ଗଣମାଧ୍ୟମ…

କଂଗ୍ରେସରୁ ସୁର ରାଉତରାୟ ୬ ବର୍ଷ ପାଇଁ ବହିଷ୍କୃତ

ଭୁବନେଶ୍ବର: ଦଳରେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ କଂଗ୍ରେସରୁ ସୁର ରାଉତରାୟଙ୍କୁ ବହିଷ୍କୃତ କରାଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି। ସେ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା। ଏହି ଖବର ନେଇ ସୁର କହିଛନ୍ତି…

କାରଣ ଦର୍ଶାଅ ନୋଟିସର ଉତ୍ତର ଦେଲେ ସୁର ରାଉତରାୟ

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳର କାରଣଦର୍ଶାଅ ନୋଟିସ୍ ନେଇ ସୁର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମୁଁ ଅନ୍ୟ ଦଳ ପାଇଁ ପ୍ରଚାର କରିନାହିଁ । ମଲା ଯାଏଁ କଂଗ୍ରେସରେ ରହିବି। ଏକଥା ମୁଁ କଂଗ୍ରେସ ନେତୃତ୍ବଙ୍କୁ ଜଣାଇଦେବି ।…

୨ ପୁଅଙ୍କୁ ଜିତାଇବା ପାଇଁ କଲେ ନିବେଦନ: ସୁର ରାଉତରାୟ

ନିର୍ବାଚନ ପ୍ରସ୍ତୁତିରେ ସବୁ ଦଳ। ଏହି ଭିତରେ ଜଟଣୀ କୁଦିଆରୀ ଦଶଦୋଳ ମେଳନରେ ଭିଡ଼ରେ କିଛି ଏମିତି କହି ଚର୍ଚ୍ଚାରେ ଆସିଛନ୍ତି ବିଧାୟକ ସୁର ବାବୁ। ସେ ସେଠାରେ ଥିବା ଜନସାଧାରଣଙ୍କୁ କହିଛନ୍ତି ଯେ ତାଙ୍କ ୨ ପୁଅ ଙ୍କୁ ଭୋଟ…

ଦଳ ବିରୋଧୀ ମନ୍ତବ୍ୟ ପାଇଁ ହୋଇଥିବା ନୋଟିସର ଉତ୍ତର ରଖିଲେ ସୁରେଶ ରାଉତରାୟ

ଦଳ ବିରୋଧୀ ମନ୍ତବ୍ୟ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ହୋଇଥିବା ନୋଟିସର ସେ ଉତର ରଖିଛନ୍ତି । ପିସିସି ସଭାପତିଙ୍କ ନିକଟରେ ଉତର ରଖିଛନ୍ତି ସୁରେଶ ରାଉତରାୟ । ନିଜ ଦୋଷ ଲୁଚାଇ ଗଣମାଧ୍ୟମକୁ ଦୋଷୀ କରିବାକୁ ପ୍ରୟାସ କରିଛନ୍ତି…

କଂଗ୍ରେସର ବିଧାୟକ ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ପୁଣିଥରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ରାଜ୍ଯ କଂଗ୍ରେସ। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ନୋଟିସ କରାଯାଇଛି। ତାଙ୍କ ପୁଅ ତଥା ବିଜେଡି…

ଜଟଣୀରୁ ସ୍ୱାଧୀନ ଭାବେ ଲଢିବେ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ

ନିମାପଡ଼ା ନୁହେଁ, ଜଟଣୀ । ସାନଭାଇ ମନ୍ମଥ ବିଜେଡିରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପରେ, ବଡ଼ଭାଇ ସିଦ୍ଧାର୍ଥ ନିମାପଡ଼ା ଆଶା ଛାଡ଼ି ବାପା ସୁର ରାଉତରାୟଙ୍କ ପାରମ୍ପରିକ ଆସନ ଜଟଣୀରୁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି…

କଥା ରଖିଲାନି ପୁଅ: ସୁର ରାଉତରାୟ

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି । ଏକ ଚିଠି ଲେଖି ସୁର କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ…