ନିର୍ବାଚନ ପ୍ରସ୍ତୁତିରେ ସବୁ ଦଳ। ଏହି ଭିତରେ ଜଟଣୀ କୁଦିଆରୀ ଦଶଦୋଳ ମେଳନରେ ଭିଡ଼ରେ କିଛି ଏମିତି କହି ଚର୍ଚ୍ଚାରେ ଆସିଛନ୍ତି ବିଧାୟକ ସୁର ବାବୁ। ସେ ସେଠାରେ ଥିବା ଜନସାଧାରଣଙ୍କୁ କହିଛନ୍ତି ଯେ ତାଙ୍କ ୨ ପୁଅ ଙ୍କୁ ଭୋଟ ଦେଈ ନିର୍ବାଚନ ଜିତାଇବା।ମଞ୍ଚରେ ନାଁ ନ ନେଇ ୨ ପୁଅକୁ ଜିତାଇବାକୁ କଲେ ନିବେଦନ। ଏହା ସହ ଶାସକ ଦଳର ବିକାଶମୂଳକ କାର୍ଯ୍ୟ ନେଇ କହିଲେ ସୁର

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *