Tag: Subarnarekha Flood

Subarnarekha Flood Alert: ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି; ବାଲେଶ୍ୱରରେ ବନ୍ୟା ଆଶଙ୍କା

ଝାଡ଼ଖଣ୍ଡର ଉପରମୁଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଗାଲୁଡ଼ିହି ବ୍ୟାରେଜରୁ ୬,୬୧୬ କ୍ୟୁମେକ୍ସ ଜଳ ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ କରାଯାଇଛି। ଏହାଯୋଗୁଁ ଆଜି ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।…