Tag: Soumya Ranjan Patnaik

BJD Suspends Two MLAs: ସୌମ୍ୟଙ୍କ ଘଟଣାରୁ କିଛି ଶିଖିଲେନି ବିଜୟ

୨୧ ସେପ୍ଟେମ୍ବର ୨୦୨୩। ଏକାଥରକେ ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଥିଲେ ବିଜଦ ସଭାପତି ନବୀନ ପଟନାୟକ । ସେମାନେ ଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା । ଯେମିତି ଅରବିନ୍ଦ ପାଇଁ ସନାତନ…

ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବରେ ପୁଣି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଧାୟକ ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । 5T ଅଧୀନରେ ସମସ୍ତ ସ୍କୁଲ ଏବେ ସୁନ୍ଦର ଶୌଚାଳୟ ପାଲଟିଯାଇଛି ।…

ନାଁ ବଡ଼ ନୁହେଁ କାମ ବଡ଼: ସୌମ୍ୟ

ତେଜୁଛି ରେଭେନ୍ସା ରାଜନୀତି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି ନାଁ ବଡ଼ ନୁହେଁ କାମ ବଡ଼ ବୋଲି କହିଲେ। ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି। ନାଁ ପରିବର୍ତ୍ତନ କଲେ ଚରିତ୍ର ବଦଳେନି କି…

ବିଜେଡି ପ୍ରାର୍ଥୀ ବଦ୍ରି ସମର୍ଥକଙ୍କ ଆକ୍ରମଣରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନଙ୍କ ସମର୍ଥକ ଗୁରୁତର

ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା କିନ୍ତୁ ଏବେଠୁ ଦେଖାଗଲାଣି ନିର୍ବାଚନୀ ହିଂସା । ଗତକାଲି ଘଷିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି ଅଭିଯୋଗ ହୋଇଛି ।…

ଘସିପୁରାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଘସିପୁରାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ ପଟ୍ଟନାୟକ । କିଛିଦିନ ତଳେ ବିଜେପିରୁ ଘଷିପୁରା ପାଇଁ ଲଢ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଚଳିତ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ…

ନିର୍ବାଚନ ଲଢ଼ିବେନି ସୌମ୍ୟରଞ୍ଜନ ପଟ୍ଟନାୟକ!

ଆଜି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଘସିପୁରରାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ତେବେ ସେମିତି କିଛି ହୋଇନାହିଁ। ଗତକାଲି ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଥିଲେ…

ଘସିପୁରାରୁ ଲଢ଼ିପାରନ୍ତି ସୌମ୍ୟ; ବିଜେପି ଯିବା ନେଇ ଦେଲେ ସଙ୍କେତ!

କେନ୍ଦୁଝର; ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ଏନେଇ ପାଟି ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ଶହ ଶହ ସମଥର୍କଙ୍କ ସହ ଆସି ଆଜି ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ଏମିତି ସୂଚନା…

ସୌମ୍ୟଙ୍କ ଅପେକ୍ଷାରେ ଖଣ୍ଡପଡ଼ା ଓ ଘଷିପୁରା

ନିର୍ଭୟ ମିଡିଆ : ଭୁବନେଶ୍ୱର, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାନଭଞ୍ଜନ କରି ପୁଣିଥରେ ନିଜ ପକ୍ଷକୁ ନେଇ ଖଣ୍ଡପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ କରିବା ବିଜଦ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଅପର ପକ୍ଷରେ ଭାଜପା ମଧ୍ୟ…