Tag: Shri Mandir

ଶ୍ରୀମନ୍ଦିର ଆନନ୍ଦ ବଜାର ଶୃଙ୍ଖଳା ପାଇଁ ଅବସରପ୍ରାପ୍ତ ସେନା ମୁତୟନ

ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଓ ମନ୍ଦିର ବେଢ଼ାରେ ୧୦ ଜଣ ମୁତୟନ ହୋଇଛନ୍ତି । ୨୦ ଜଣଙ୍କୁ ନିଯୁକ୍ତି ମିଳିଛି। ୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ। ସକାଳେ ୧୦…

ରତ୍ନଭଣ୍ଡାର ତଦାରଖ କରିବ ଏଏସଆଇର ଉଚ୍ଚସ୍ତରୀୟ ଟିମ

ରତ୍ନଭଣ୍ଡାର ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ ବୋଲି କହିଲେ ଧର୍ମେନ୍ଦ୍ର। ଓଡ଼ିଶା ସରକାର ନିଶ୍ଚିତ ରତ୍ନଗଣତି କରିବେ। ଏ ନେଇ ଏଏସଆଇ ଟିମକୁ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରି…

୨୩ ତାରିଖରେ ସ୍ଥାନାନ୍ତର ହେବ ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା

ଆସନ୍ତା ୨୩ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ।…

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ

ମାଗଣାରେ ମିଳିବ ମହାପ୍ରସାଦ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ମହାପ୍ରସାଦ। ରାଜ୍ୟ ସରକାର ଏ ନେଇ ଯୋଜନା ରଖିଛନ୍ତି। ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ…

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାନ ଟଙ୍କା ଗଣତି

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାନ ଟଙ୍କା ଗଣତି କରାଯାଉଛି । ଦଇତାପତି ସେବକଙ୍କ ଉପସ୍ଥିତିରେ ଏହି ଗଣତି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀମାନେ ଦାନ ଟଙ୍କା ଗଣତି କରୁଛନ୍ତି। ଶ୍ରୀଗୁଣ୍ଡିଚା ବେଳେ ଦାନବାକ୍ସରେ ପଡିଥିବା ଟଙ୍କା ଗଣତି ହେଉଛି। ଏହି…

ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏଆଇ କ୍ୟାମେରା

ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ହେଉଥିବାରୁ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଲାଗିବ ଏଆଇ (AI) କ୍ୟାମେରା। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ କ୍ୟାମେରା…

ରଥ ଉପରେ ବଡ଼ ଠାକୁର ପଡ଼ିବା ଘଟଣାର ତଦନ୍ତ ଆରମ୍ଭ

ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ର ରଥ ଚାରମାଳ ଉପରେ ମୁହଁ ମାଡି ପଡିଯାଇଥିଲେ। ରଥ ଉପରେ ଆବଶ୍ୟକଠାରୁ ଅଧିକ ଲୋକ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଏଭଳି ଅଘଟଣ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଥିବାବେଳେ ଭକ୍ତଙ୍କ ଭାବନାକୁ କୁଠାରଘାତ…

ରତ୍ନ ଭଣ୍ଡାର ମରାମତି ନେଇ ଏସଓପି ପ୍ରସ୍ତୁତ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିବାବେଳେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନ ଭଣ୍ଡାର ମରାମତି ନେଇ ଏସଓପି ପ୍ରସ୍ତୁତ ହୋଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରରୁ ଅଳଙ୍କାର ସବୁ ସ୍ଥାନାନ୍ତର ସରିଛି । ଏବେ କିଭଳି ରତ୍ନ…

ଆଜି ୪ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ଶ୍ରାବଣ ଅମାବାସ୍ୟା ଅବସରରେ ଆଜି ଶ୍ରୀମନ୍ଦିରରେ ହେବ ଚିତାଲାଗି ନୀତି। ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି କରାଯିବାର ପରମ୍ପରା ରହିଛି।…

ଆଜି ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟି ବୈଠକ

ଆଜି ଶ୍ରୀମନ୍ଦୀର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ଅନୁଷ୍ଠିତ ହେବ। ତଦାରଖ କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ୱନାଥ ରଥ ବୈଠକରେ ସଭାପତିତ୍ବ କରିବେ। ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଆଲୋଚନା ହେବ। ଭିତର ଏବଂ ବାହାର ରତ୍ନଭଣ୍ଡାର ମରାମତି…