Tag: SCB Medical College

Alleged Murder at SCB: କଟକ ଏସସିବିରେ ଅଭାବନୀୟ ଘଟଣା: ମାନସିକ ରୋଗ ବିଭାଗରେ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

କଟକ ସ୍ଥିତ ପ୍ରସିଦ୍ଧ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ରୋଗ ବିଭାଗରେ ଜଣେ ଚିକିତ୍ସାଧୀନ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗଭୀର ଅସନ୍ତୋଷ ଓ ଚାଞ୍ଚଲ୍ୟ ଖେଳିଯାଇଛି। ଯାଜପୁର ଜିଲ୍ଲାରୁ ଆସିଥିବା ରୋଗୀ ଜଣକ ଗତ ୯ ଦିନ…