ତାଜା ଖବର ରାଜନୀତି ରାଜ୍ୟ Congress to Hold Samvidhan Raksha Marches on Nov 26: ନଭେମ୍ବର ୨୬ରେ କଂଗ୍ରେସର ବିଶାଳ ପଦଯାତ୍ରା ଓ ବାଇକ୍ ର୍ୟାଲି: ଲୋୟର ପିଏମଜିରେ ଗର୍ଜିବେ ୧୦ ହଜାର କର୍ମୀ November 17, 2026 Papirani ଆସନ୍ତା ୨୫ ଓ ୨୬ ନଭେମ୍ବରରେ ସମଗ୍ର ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଏକ ବିରାଟ ଶକ୍ତି ପ୍ରଦର୍ଶନ କରାଯିବାକୁ ଯାଉଛି, ଯାହାଫଳରେ ଉକ୍ତ ଦୁଇଦିନ ରାଜ୍ୟବ୍ୟାପୀ ବାତାବରଣ ସମ୍ପୂର୍ଣ୍ଣ ଭାବେ କଂଗ୍ରେସମୟ ହୋଇଯିବ। ମଙ୍ଗଳବାର ମଧ୍ୟାହ୍ନରେ ଗଣମାଧ୍ୟମକୁ ସମ୍ବୋଧନ କରି ପିସିସି…