ତାଜା ଖବର ରାଜନୀତି ରାଜ୍ୟ Samvidhaan Hatya Diwas: ସମ୍ବିଧାନ ହତ୍ୟା ଦିବସ ଭାରତୀୟ ଗଣତନ୍ତ୍ରର ଏକ କଳା ଅଧ୍ୟାୟ: ବିଜେପି June 25, 2026 Papirani ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି “ସମ୍ବିଧାନ ହତ୍ୟା ଦିବସ” କାର୍ଯ୍ୟକ୍ରମ । ଗଣତନ୍ତ୍ରର ମୂଲ୍ୟବୋଧକୁ ଯୁବପିଢୀମାନଙ୍କ ଭିତରେ ଉଜ୍ଜିବୀତ ରଖିବା ପାଇଁ ବିଜେପି ପକ୍ଷରୁ ପ୍ରତିବର୍ଷ ଆଜିର ଏହି ଦିନକୁ “ସମ୍ବିଧାନ ହତ୍ୟା ଦିବସ ବା କଳା ଦିବସ” ଭାବେ ପାଳନ…