ତାଜା ଖବର ରାଜ୍ୟ No Road to Village in Koraput: ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ; ୪ କିମି ଭାରରେ ବୁହାହେଲେ ରୋଗୀ May 20, 2026 Papirani ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଦୁର୍ବଳ ଭିତ୍ତିଭୂମି ଏବଂ ରାସ୍ତା ସଂଯୋଗର ଅଭାବକୁ ଦର୍ଶାଉଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନଥିବାରୁ ରୋଗୀକୁ ନେବାକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ତେଣୁ ୪ କିମି ପର୍ଯ୍ୟନ୍ତ ଏକ ଅସ୍ଥାୟୀ…