Tag: Road

ପାଞ୍ଚ ବର୍ଷରେ ରାଜ୍ୟରେ ନିର୍ମାଣ ହେବ ୩୦ ହଜାର କିଲୋମିଟର ରାସ୍ତା ଏବଂ ୫୦୦ ସେତୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସଡକ ଓ ସେତୁ ନିର୍ମାଣ ଜରିଆରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା…

ପୁଣି ସୀମାନ୍ତରେ ଆନ୍ଧ୍ରର ଦାଦାଗିରି, ଓଡ଼ିଶା ରାସ୍ତାଖୋଳି ବାଟ ଓଗାଳିଛି

ଆନ୍ଧ୍ର ପ୍ରଦେଶ କୋରାପୁଟ ଜିଲ୍ଲା କୋଟିଆ ଉପରେ ନଜର ଦେଲା ଭଳି ରାଜ୍ୟର ଅନ୍ୟପ୍ରାନ୍ତ ଜିଲ୍ଲାର ସୀମାନ୍ତରେ ଆନ୍ଧ୍ର ପ୍ରଦେଶ କିଛି ନା କିଛି ହାକିମ ପଣ ଜାହିର କରିଥିବା ବହୁ ପୃଷ୍ଠାନ୍ତ ରହିଛି । ଓଡିଶାର ପାଣି, ଖଣି, ବାଲି,…

କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା; ୯୧୩ଟି ରାସ୍ତାରୁ ୩୮୫ଟି ରାସ୍ତାର ଅବସ୍ଥା ଖରାପ

କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଓଡିଶାର ପାର୍ବଣ ପର୍ବ ଦୃଷ୍ଟି କୋଣରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଅଧୀନସ୍ଥ ରାସ୍ତା ମରାମତି ନେଇ ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ । ମନ୍ତ୍ରୀ…

ଦବିଲା ଭୁବନେଶ୍ବରରେ ଥିବା ଆଇଗିଣିଆ ଓଭରବ୍ରିଜ୍

ଭୁବନେଶ୍ବରରେ ଦବିଗଲା ଆଇଗିଣିଆ ଓଭରବ୍ରିଜ୍। ରାଜଧାନୀ ଡୁମୁଡୁମା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍ ଦବିଯାଇଛି। ବିପଦ ସଙ୍କୁଳ ଅବସ୍ଥାରେ ବ୍ରିଜ ଥିବା ବେଳେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଓଭରବ୍ରିଜରେ ଦବି ଯାଇଥିବା ଗାତରେ ଫସିଲାଯାଇଛି ମିନି…