Tag: RI

RI Assaulted Inside Govt Office: କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଆକ୍ରମଣ । କାର୍ଯ୍ୟାଳୟରେ ପିଡ଼ିବା ସହ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣି ଅଧିକାରୀଙ୍କୁ ନିର୍ଧୁମ ପଡ଼ିଲେ ଯୁବକ । ବେଆଇନ କାର୍ଯ୍ୟ କରିବାକୁ ମନା କରିବାରୁ ନିର୍ଧୂମ ଛେଚିଲେ ଯୁବକ । ଭଦ୍ରକ…

Vigilance Raid: ଭିଜିଲାନ୍ସ ଜାଲରେ କେରଡ଼ାଗଡ଼ ଆରଆଇ

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ। କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଜନଗର ତହସିଲ୍ ଅଫିସ୍ ଆଗରୁ ଧରିଲା ଭିଜିଲାନ୍ସ । ପଟ୍ଟା ସଂଶୋଧନ ପାଇଁ ୧୦…

Sand Mafia Assaults Woman RI: ଆରଆଇଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ଦିନକୁ ଦିନ ବାଲି ମାଫିଆଙ୍କ ବର୍ବରତା ବଢ଼ିବାରେ ଲାଗିଛି । ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଚଢାଉ ସମୟରେ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ବାଲି ମାଫିଆଙ୍କ ସଦସ୍ୟମାନେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ…

କାର ଦୁର୍ଘଟଣାରେ ଆରଆଇ ମୃତ, ୬ ଜଣ ଗୁରୁତର ଆହତ

ବ୍ରହ୍ମପୁରରୁ ମା’ ତାରାତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ କାର୍ ଦୁର୍ଘଟଣା ଗ୍ରସ୍ତ । ହିନ୍ଦୋଳ ନିକଟରେ ହୋଇଥିବା ଏହି ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବଂ ଅନ୍ୟ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ…

ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ ଘଟଣା: ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ

ଓଏସଏସସି ବିରୋଧରେ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ପରୀକ୍ଷା ବାତିଲ ଦାବିରେ ଗର୍ଜିଛନ୍ତି ଛାତ୍ରଛାତ୍ରୀ । ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି ଆଜି ଏକାଠି ହୋଇଛନ୍ତି ହଜାର ହଜାର…

ଭିଜିଲାନ୍ସ ଜାଲରେ ଆର୍‌ଆଇ

ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରି ବାବୁ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବାଲିକୁଦା ତହସିଲ ମଲ୍ଲିକାପୁର ଆର୍‌ଆଇ ବିଭୁଦତ୍ତ ସାହୁ । ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରାଯାଇଛି। ଜମି କିସମ ବଦଳ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଗିରଫ ହେଲେ ଆରଆଇ ଓ ଅମିନ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ ଓ ବାବୁଆଣୀ । ସାଲୋହି ଗ୍ରାମର ଶିବ ଚରଣ କଉଡ଼ିଙ୍କ ଠାରୁ ଜମିଜମା କାଗଜପତ୍ର କରି ଦେବା ସହ ପଟ୍ଟା ପ୍ରଦାନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା ।…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା RI ଶରତ କୁମାର ଜେନା । ଜମିର କିସମ ପରିବର୍ତ୍ତନ ଲାଗି ଆବେଦନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଶରତ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ…