ତାଜା ଖବର ରାଜ୍ୟ Odisha to Ban Uber, Rapido Bike Services: ରାଜ୍ୟରେ ଉବେର ଓ ରାପିଡୋ ଘରୋଇ ବାଇକ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ November 13, 2026 Nirvay ରାଜ୍ୟରେ ବନ୍ଦ ହେବ ଉବେର ଓ ରାପିଡୋର ବାଇକ୍ ଟ୍ୟାକ୍ସି ସେବା । ଏଣିକି ଉବେର ଓ ରାପିଡୋ ମାଧ୍ୟମରେ ଯାତ୍ରୀ ପରିବହନରେ ବ୍ୟବହୃତ ହୋଇପାରିବ ନାହିଁ ଘରୋଇ ଦୁଇଚକିଆ ଯାନ । ଏନେଇ ଉଭୟ କମ୍ପାନୀର ନୋଡାଲ ଅଧିକାରୀଙ୍କୁ ଚିଠି…