Tag: Pressmeet

Nuapada Bypoll: ନୂଆପଡା ଉପନିର୍ବାଚନରେ ସରକାରୀ ବଳର ଅପବ୍ୟବହାର କରୁଛି ବିଜେପି: ବିଜେଡି

ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା…

BJD PressMeet: ଅମରଙ୍କ ବିଜେପିରେ ମିଶିବା ପ୍ରଭାବ ଶୂନ୍ୟ: ବିଜେଡି

ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ବିଜେପିରେ ଯୋଗଦାନର କୌଣସି ପ୍ରଭାବ ପଡିବ ନାହିଁ ଓ ସୁବିଧାବାଦ ରାଜନୀତିର ଆଉ ଏକ ଉଦାହରଣ ସୃଷ୍ଟି କଲେ ବୋଲି ଆଜି ବିଜେଡି କହିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…

BJD Press Meet: ସାମାଜିକ କର୍ମୀ ରଶ୍ମୀ ପରିଜାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଦୃଢ଼ ନିନ୍ଦା କଲେ ନବୀନ ପଟ୍ଟନାୟକ

ଜଗତସିଂହପୁରରେ ବିଜୁ ଜନତା ଦଳର କର୍ମୀ ରଶ୍ମି ପରିଜାଙ୍କ ହୋଇଥିବା ସଂଘବଦ୍ଧ ମରଣାନ୍ତକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ନିଜ ସୋସିଆଲରେ ଏହାକୁ ଦୃଢ଼ ନିନ୍ଦା କରି କହିଛନ୍ତି ମହିଳାଙ୍କ ଉପରେ ବଢ଼ୁଥିବା ଏପରି…

Sujeet Kumar in Trouble: ନରେଶ ଅଗ୍ରୱାଲ ଓ ବିଜେପି ସାଂସଦ ସୁଜିତଙ୍କ ସମ୍ପର୍କ କ’ଣ ସ୍ପଷ୍ଟ ହେଉ: କଂଗ୍ରେସ

“ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦଳର ବିଜୟ ସମ୍ଭାବନା ଉଜ୍ଜଳ ଜାଣି ଦଳକୁ ବଦନାମ କରିବାକୁ ବିଜେପି ହୀନ ଉଦ୍ୟମ ଆରମ୍ଭ କରିଦେଇଛି। ଗତକାଲି ଟିଟିଲାଗଡ଼ ଆରପିଏଫ ପୋଲିସ ୯୦ ଲକ୍ଷ ଟଙ୍କା ଧରିଥିବା ସୂଚନା ଦେଲା। କେସିଙ୍ଗା ଟିଟଲାଗଡ ରେଲୱେ ଷ୍ଟେସନ…

Nuapada By-Election: ନୂଆପଡ଼ାରେ ଗାଈ ମୃତ୍ୟୁକୁ ନେଇ ତାତିଲା ବିଜେଡି

ଗତକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ବ୍ୟାପକ ଆୟୋଜନ ହୋଇଥିଲେ ମଧ୍ୟ ଲୋକ ନ ହେବାରୁ ହତାଶ ହୋଇ ବିଜେପି ଦଳ ଲୋକଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଫୋପାଡ଼ି ଦେଇଥିଲା ଏବଂ ଏହି ଖାଦ୍ୟ ଖାଇ ୨୦ଟି ଗୋମାତା ମୃତୁ୍ୟବରଣ କରିଛନ୍ତି…

SI Exam Scam: ଏସ୍ଆଇ ପରୀକ୍ଷାରେ କେଳେଙ୍କାରୀ ମାମଲା: ମୋଷ୍ଟ ୱାଣ୍ଟେଡ୍‌ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ

ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାକୁ ନେଇ ବଡ଼ ଖୁଲାସା କରିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଜି। ସେ କହିଛନ୍ତି ଏହି ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ । ସୁକାନ୍ତ ମହାରଣା, ସୌମ୍ୟା…

ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣା; ବିଜେପିର ସମ୍ପୃକ୍ତି ଅଭିଯୋଗର ପ୍ରମାଣ ରଖିଲା ବିଜେଡି

ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ପୋଲ୍ ଖୋଲିଲା ବିଜେଡି । ଆଜି ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନପତ୍ର ମାମଲାରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି ।…

ଗୋପବନ୍ଧୁ ଜୟନ୍ତୀରୁ ମାସେ ପର୍ଯ୍ୟନ୍ତ ବିଜେଡି କରିବ ପଦଯାତ୍ରା

ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା କରିବ ବିଜେଡି। ମାସେ ଧରି ଚାଲିବ ଏହି ଅଭିଯାନ । ଏ ନେଇ ଆଜି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ଉପସଭାପତି ପ୍ରମିଳା…

ଗତ ଏକ ବର୍ଷରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କ ଫଟୋ ଭିଡିଓ ଜାରି କଲା ବିଜେଡି

ଗତକାଲି ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ଜନତା ଦଳ ତରଫରୁ ନିଲମ୍ୱନ କରାଯିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ମୁଁ ଗତ ଏକ ବର୍ଷ ହେଲା ବିଜେଡିରେ ନଥିଲି ବୋଲି ଶ୍ରୀମୟୀ ଦେଇଥିବା ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ଦେଇ ବିଜେଡି ଶ୍ରୀମୟୀ…

ବିଜେପିର ଦାଦନମୁକ୍ତ ଓଡିଶା ଗଠନ ପ୍ରତିଶ୍ରୁତି ପାଣିର ଗାର: ବିଜେଡି

ନିଜର ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ଦାଦନ ମୁକ୍ତ କରିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା କିନ୍ତୁ, କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ରାଜ୍ୟରେ ଦାଦନ ସମସ୍ୟା କମିବା ପରିବର୍ତ୍ତେ ଅଧିକ ଉକ୍ରଟ ହୋଇଛି ବୋଲି ବିଜୁ ଜନତା ଦଳ…