Tag: Police Platoons

Independence Day 2026: ରାଜ୍ୟସ୍ତରୀୟ ପରେଡ୍ ପାଇଁ ମହାତ୍ମା ଗାନ୍ଧୀ ମାର୍ଗରେ କଡ଼ା ସୁରକ୍ଷା; ମୁତୟନ ହେବେ ୨୩ ପ୍ଲାଟୁନ୍‌ ଫୋର୍ସ

ସ୍ୱାଧୀନତା ଦିବସର ରାଜ୍ୟସ୍ତରୀୟ ପରେଡ୍‌ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ପରେଡ୍ ସ୍ଥଳର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ୍ ମୁତୟନ…