Tag: PM Mementos e-Auction 2026

PM Mementos e-Auction 2026: ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ

ଚଳିତ ବର୍ଷର ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନ ଇ-ନିଲାମୀରେ ଓଡ଼ିଶାର ବିବିଧ ସାଂସ୍କୃତିକ ଐତିହ୍ୟ ପ୍ରମୁଖ ଆକର୍ଷଣ ସାଜିଛି । ଏଥିରେ ରାଜ୍ୟର ଆଧ୍ୟାତ୍ମିକ ପରମ୍ପରା, କଳାତ୍ମକ କାରିଗରୀ, ଚିତ୍ରକଳା, ବୟନଶିଳ୍ପ ଓ ସାହିତ୍ୟ ପରମ୍ପରାକୁ ପ୍ରତିଫଳିତ କରୁଥିବା ବିଭିନ୍ନ ସାମଗ୍ରୀ ସାମିଲ କରାଯାଇଛି।…