Tag: Panchayat Reorganization

Panchayat Reorganization: ପଞ୍ଚାୟତ ପୁନର୍ଗଠନ ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ ହୋଇନାହିଁ: ପଞ୍ଚାୟତରାଜ ମନ୍ତ୍ରୀ

ରାଜ୍ୟରେ ପଞ୍ଚାୟତ ପୁନର୍ଗଠନ ପାଇଁ କୌଣସି ନୂତନ ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ କରାଯାଇ ନଥିବା ନେଇ ସ୍ପଷ୍ଟ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ନାରାୟଣ ନାୟକ। ବିଧାୟକ ଗଣେଶ୍ୱର ବେହେରାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଏହି…