ତାଜା ଖବର ରାଜ୍ୟ BJP Booth President Brutally Murdered: କେନ୍ଦ୍ରାପଡ଼ାରେ ବିଜେପି ବୁଥ୍ ସଭାପତି ତପନ ଦାସଙ୍କୁ ନିର୍ମମ ହତ୍ୟା June 24, 2026 Papirani କେନ୍ଦ୍ରାପଡ଼ା ରାମନଗର ବିଜେପି କର୍ମୀ ତଥା ବୁଥ ସଭାପତି ତପନ ଦାସଙ୍କୁ ପିଟିପିଟି ହତ୍ୟା। କଥା କଟାକଟିକୁ ନେଇ ଇଟା ଓ କାଠ ଫାଳିଆ ମାଡ଼ରେ ତପନ ଦାସଙ୍କ ମୃତ୍ୟୁ ହୋଇଛି। ହତ୍ୟା ପରେ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ…
ତାଜା ଖବର ରାଜ୍ୟ Vigilance Nabs Rayagada EE: ଅବସରର ସପ୍ତାହେ ପୂର୍ବରୁ ବନ୍ଧା ହେଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ June 24, 2026 Papirani ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ । କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ । ରାୟଗଡ଼ା କ୍ୱାର୍ଟରରୁ…
ତାଜା ଖବର ରାଜ୍ୟ Puri Encounter: ବଳିଆପଣ୍ଡା ହୋଟେଲ୍ ମାଲିକ ହତ୍ୟା ମାମଲା; ଅଭିଯୁକ୍ତ ଚନ୍ଦନ ପଲାରଙ୍କୁ ଏନ୍କାଉଣ୍ଟର June 24, 2026 Papirani ପୁରୀରେ ଏନ୍କାଉଣ୍ଟର । ବଳିଆପଣ୍ଡାରେ ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ପୁରୀ ପୋଲିସ । ହୋଟେଲ ମାଲିକ ପବିତ୍ର ନାୟକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତକୁ ଓମ୍କାରେଶ୍ୱର ରୋଡରେ ଏନକାଉଣ୍ଟର୍ କରିଛି ପୋଲିସ । ଏହା ପରେ…
ତାଜା ଖବର ରାଜ୍ୟ Tuition Teacher Rapes Minor Girl in BBSR: ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଟ୍ୟୁସନ ସାର୍ ଗିରଫ June 23, 2026 Papirani ଭୁବନେଶ୍ୱରର ଏକ କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ ମହିଳା ଥାନା ପୋଲିସ ଅଭିଯୁକ୍ତ ଟ୍ୟୁସନ ସାର୍ ନିରଞ୍ଜନ ମିଶ୍ରଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରି ଡାକ୍ତରୀ ମାଇନା କରିଛି…
ତାଜା ଖବର ରାଜ୍ୟ Tamil Nadu Gas Tragedy: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି: ଭୁବନେଶ୍ବର ଆସିଲା ୫ ମୃତଦେହ; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ June 23, 2026 Papirani ଭୁବନେଶ୍ବରରେ ପହଞ୍ଚିଲା ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ୫ ଶ୍ରମିକଙ୍କ ମୃତଦେହ । ଓଡ଼ିଆ ଶ୍ରମିକ ମାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି…
ତାଜା ଖବର ରାଜ୍ୟ Balianta Murder Case: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା ଆଉ ଜଣେ ଗିରଫ; ୧୯ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା June 23, 2026 Papirani ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ତଦନ୍ତକାରୀ ଟିମ୍। କଟକର ବିଡାନାସୀ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବିଭୁତି ଭୂଷଣ ପରିଡା।
ରାଜ୍ୟ Silent Struggle of Odisha’s Migrant Workers: ओडिशा के मज़दूरों का दादन दर्द June 23, 2026 Nirvay राज्य के बाहर ओडिया प्रवासी मज़दूरों की बार-बार हो रही मौतें ओडिशा के अनसुलझे “दादन” संकट की एक दुखद याद दिलाती हैं । केन्दुझार खनिजों से भरपूर ज़िला है और…
ତାଜା ଖବର ବ୍ୟବସାୟ ରାଜ୍ୟ Jagatsinghpur SSA Teacher Terminated: ଜାଲ୍ ଜାତିଗତ ପ୍ରମାଣ ଦେଇ ଶିକ୍ଷକ ବହିଷ୍କୃତ June 23, 2026 Papirani ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଗୋଡ଼ା ବୃନ୍ଦାବନ ବିହାରୀ ହାଇସ୍କୁଲର ଶିକ୍ଷକ ଚାକିରୀରୁ ବହିଷ୍କୃତ ହୋଇଛନ୍ତି । ଶିକ୍ଷକ ସୁଶାନ୍ତ କୁମାର ମଣ୍ଡଳ ନକଲି ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ…
ତାଜା ଖବର ରାଜନୀତି ରାଜ୍ୟ Amit Shah to visit Odisha: ଜୁଲାଇ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ June 23, 2026 Papirani ଆସନ୍ତା ଜୁଲାଇ ୪ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦିନିକିଆ ଶାହା ତାଙ୍କ ଗସ୍ତ ସମୟରେ ସମବାୟ ବିଭାଗ ଦ୍ୱାରା ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମେତ ଅନେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେ…
ତାଜା ଖବର ରାଜ୍ୟ Odisha Extends TET Deadline: TET ପାସ୍ ଅବଧି ୨ରୁ ୩ ବର୍ଷକୁ ବୃଦ୍ଧି June 23, 2026 Papirani ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପାଇଁ ଏପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରିନଥିବା ଶିକ୍ଷକମାନଙ୍କ ପାଇଁ ଖୁସି ଖବର । TET କ୍ଲିୟର କରିବା ଅବଧି ବୃଦ୍ଧି କରାଇଛନ୍ତି ରାଜ୍ୟ ସରକାର। ସ୍କୁଲ ଏବଂ ଗଣଶିକ୍ଷା (S&ME) ବିଭାଗ ମଙ୍ଗଳବାର ଦିନ ପରୀକ୍ଷା…