ତାଜା ଖବର ରାଜ୍ୟ Nasha Mukt Yuva Abhiyan: ଓଡ଼ିଶାରେ ଶୁଭାରମ୍ଭ ହେଲା ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ August 2, 2026 Papirani ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ…
ତାଜା ଖବର ରାଜ୍ୟ ACF Soumya Ranjan Death Case: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ତତ୍କାଳୀନ DFO ନିଲମ୍ବିତ August 2, 2026 Papirani ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତତ୍କାଳୀନ DFO ନିଲମ୍ବିତ । ଆଇଏଫ୍ଏସ୍ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ସସ୍ପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୧ ସୌମ୍ୟରଞ୍ଜନ ମୃତ୍ୟୁ ସମୟରେ ଗଜପତି ଜିଲ୍ଲାର DFO…
ତାଜା ଖବର ରାଜ୍ୟ PMAY-U Bandhu Yojana: ସହରରେ ଗରିବଙ୍କ ପାଇଁ ଘର ଦେବେ ସରକାର August 2, 2026 Papirani ସହରାଞ୍ଚଳରେ ଗରିବଙ୍କୁ ଘର ଦେବେ ରାଜ୍ୟ ସରକାର। ସହରାଞ୍ଚଳର ଗରିବ ପରିବାରଗୁଡ଼ିକୁ ପକ୍କା ଘର ଯୋଗାଇଦେବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ‘ପିଏମ୍ଏୱାଇ-ୟୁ (ବନ୍ଧୁ) ଯୋଜନା’ (PMAY-U Bandhu Yojana) ଆରମ୍ଭ କରାଯିବ।…
ତାଜା ଖବର ରାଜନୀତି ରାଜ୍ୟ Mahanadi Water Dispute: ମହାନଦୀ ପ୍ରସଙ୍ଗରେ ବିଜେଡିର ଶସ୍ତା ରାଜନୀତିକୁ ବିଜେପିର କଡା ନିନ୍ଦା August 1, 2026 Nirvay ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବିବୃତି ଜରିଆରେ ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା । ଦୀର୍ଘଦିନ ଧରି ଏହି…
ତାଜା ଖବର ରାଜ୍ୟ No CM Grievance Hearing on Aug 3: ଅଗଷ୍ଟ ୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି August 1, 2026 Nirvay ଆସନ୍ତା ୩ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧାରିତ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବାରୁ…
ତାଜା ଖବର ରାଜ୍ୟ Missing Naidu Commission File: ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାରେ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ August 1, 2026 Nirvay ରାଜ୍ୟରେ ଚର୍ଚ୍ଚିତ ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାର ତଦନ୍ତକୁ ତ୍ୱରାନ୍ଵିତ କରିଛି କ୍ରାଇମବ୍ରାଞ୍ଚ । ରିପୋର୍ଟ କେଉଁ ପରିସ୍ଥିତିରେ ହଜିଲା ସେ ନେଇ ବିଭିନ୍ନ ବିଭାଗରୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ…
ତାଜା ଖବର ରାଜ୍ୟ SIR-2026: SIR ୨୦୨୬ ପାଇଁ ନୂଆ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ କଲା ନିର୍ବାଚନ ଆୟୋଗ July 31, 2026 Papirani ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଦନ ସଂଶୋଧନ (SIR)-୨୦୨୬ ପାଇଁ ଭାରତ ନିର୍ବାଚନ ଆୟୋଗ (ECI) ଏକ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଭୋଟର ତାଲିକା ପାଇଁ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ବିବେଚନା କରି ସଂଶୋଧିତ କାର୍ଯ୍ୟସୂଚୀ ଜାରି…
ତାଜା ଖବର ରାଜନୀତି ରାଜ୍ୟ Congress Slams Odisha Govt Over Flood Situation: ରାଜ୍ୟ ସରକାରଙ୍କୁ ବନ୍ୟା ମ୍ୟାନେଜମେଣ୍ଟ ବିଷୟରେ ଧାରଣା ନାହିଁ: ଭକ୍ତ ଦାସ July 31, 2026 Papirani ରାଜ୍ୟରେ ଚାଲିଥିବା ବନ୍ୟା ବିଭୀଷିକା ଏବଂ ଏଥିପ୍ରତି ସରକାରଙ୍କ ଉଦାସୀନତାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କ ଉଦାସୀନତାକୁ ଭର୍ଶନା କରି…
ତାଜା ଖବର ରାଜ୍ୟ Odisha Vigilance Nabs RI: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମାଧବ ତହସିଲ୍ ଆରଆଇ July 31, 2026 Papirani ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମାଧବ ତହସିଲର ରାଜସ୍ୱ ନିରୀକ୍ଷକ (RI) କିଶୋର ସ୍ୱାଇଁ। ଏକ ଜମିପଟ୍ଟା ମ୍ୟୁଟେସନ କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ…
ତାଜା ଖବର ରାଜ୍ୟ Odisha Floods Situation: ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ July 31, 2026 Papirani ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଏହାରି ମଧ୍ୟରେ ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିନ ୧୦ଟାରେ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ସର୍ଭେ କରିବେ ମୁଖ୍ୟମନ୍ତ୍ରୀ…