Tag: Odisha

ପାଣ୍ଡିଆନଙ୍କ ବାବଦରେ ଆରଟିଆଇ ତଥ୍ୟ ନେଇ ପ୍ରଦୀପ ପ୍ରଧାନଙ୍କ ଟାର୍ଗେଟ୍

ଚଳତବର୍ଷ ନିର୍ବାଚନ ବେଳେ ଓ ତାପୂର୍ବରୁ ଜିଲ୍ଲାରୁ ଜିଲ୍ଲା ବୁଲୁଥିବା ଭି.କେ ପାଣ୍ଡିଆନଙ୍କ ହେଲିକପଟର ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାରିଆଡେ ଚାଲିଥିବା ବେଳେ ଏବେ ପାଣ୍ଡିଆନଙ୍କ ବାବଦରେ ଆରଟିଆଇ ତଥ୍ୟ ନେଇ ଟାର୍ଗେଟ…

ୟୁନିଟ-୧ ହାଟରେ ଆଳୁଦରକୁ ନେଇ ଯୋଗାଣ ବିଭାଗର ଚଢ଼ାଉ

ରାଜ୍ୟରେ ଆଳୁ ସମସ୍ୟା ଚାଲିଥିବା ବେଳେ ଆକ୍ସନ ମୋଡକୁ ଯୋଗାଣ ବିଭାଗ । ଆଜି ଭୁବନେଶ୍ବର ସ୍ଥିତ ୟୁନିଟ-୧ ମାର୍କେଟରେ ଥିବା ହାଟରେ ଆଳୁର ଚଢ଼ା ଦରକୁ ନେଇ ଯୋଗାଣ ବିଭାଗର ଚଢ଼ାଉ କରିଛି । ଚଢ଼ାଉ ବେଳେ ସରକାର ଧାର୍ଯ୍ୟ…

ରାଜ୍ୟରେ ଶସ୍ତା ହେଲା ଆଳୁ ଦର; ମିଳୁଛି ୧୦୦ଟଙ୍କାରେ ୩ କିଲୋ ଆଳୁ

ରାଜ୍ୟରେ ଆଳୁ ଦର କମିବାରେ ନାଁ ଧରୁନଥିବା ବେଳେ କେଉଁଠି ଆଳୁ ନାହିଁ ତ କେଉଁଠି ଚଢା ଦରରେ ବିକ୍ରି ହେଉଛି ଆଳୁ । ଏହି ସବୁ ଅସୁବିଧା ବେଳେ ଖାଉଟିଙ୍କ ପାଇଁ ଭଲ ଖବର ଆଣିଛନ୍ତି ରାଜ୍ୟସରକାର । ଏଣିକି…

ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଛି ୧୪ଟି ଗେଟ୍

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। । ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ସେଥିପାଇଁ ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲାହୋଇଛି । ବାମ ପଟୁ ୯ଟି ଓ ଡାହାଣ ପଟୁ ୫ଟି ଗେଟ୍…

ଓଡ଼ିଶାର ନୂତନ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ; ଧନ୍ୟବାଦ ଜଣାଇଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଓଡ଼ିଶାରେ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ର ଅର୍ଥନୈତିକ କମିଟି ବୈଠକରେ ଗତକାଲି ସମୁଦାୟ ୮ଟି ରେଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୮ଟି…

ଓଡ଼ିଶା ପାଇଁ ୩ଟି ରେଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ

କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ବଡ଼ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୮ଟିରୁ ୩ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ…

ଆଇଏନଏସ ଚିଲିକାରେ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ

ଆଇଏନଏସ ଚିଲିକାରେ ଅଗ୍ନିବୀରମାନଙ୍କ ଚିତାକର୍ଷକ ପାସିଂ ଆଉଟ୍ ପରେଡ୍ ଦେଖିବାକୁ ମିଳିଛି। ଚିଲିକା ନାଭାଲ ବେସରୁ ଆଜି ୪ର୍ଥ ବ୍ୟାଚରେ ମୋଟ ୧୩ ଶହ ୮୯ ଜଣ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଦକ୍ଷିଣ ନୌସେନା କମାଣ୍ଡ ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ଆନୁଷ୍ଠାନିକ…

୬ ଲେନ୍‌ ହେବ ଭୁବନେଶ୍ବର-ପୁରୀ ୩୧୬ ନଂ ଏନଏଚ

ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ୬ ଲେନ ହେବ। ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ କରାଯିବ। ୬ ଲେନ ରାସ୍ତା ସହ ଉଭୟ ପାର୍ଶ୍ବରେ ୨ ଲେନ ସର୍ଭିସ ରୋଡ ରହିବ। ଏ ସମ୍ପର୍କିତ ପ୍ରସ୍ତାବ ମଞ୍ଜୁର…

ଓଡ଼ିଶାରେ ଆଳୁ ସଙ୍କଟ: ଦିଦିଙ୍କ ସହ କଥା ହେବାକୁ କୋଲକାତା ଗଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ

ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଓଡ଼ିଶାକୁ ଆସିବାକୁ ଥିବା ଆଳୁ ଟ୍ରକ ଅଟକାଇ ସମସ୍ୟା ଦ୍ବିଗୁଣିତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ ଓଡ଼ିଶାରେ ଆଳୁ ଦର ହୁ ହୁ ହୋଇ…

ବିଜେଡି ନେତାମାନେ ପ୍ରଥମେ ଦଳୀୟ କର୍ମୀଙ୍କୁ ସମ୍ମାନ ଦିଅନ୍ତୁ: ସୁରଥ ବିଶ୍ୱାଳ

ଜଣେ କୁଡ୍‌ମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନା କରି ସମଗ୍ର କୁଡ୍‌ମୀ ସମାଜ, ମୟୁରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି । ଆଜି ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ…