Tag: Odisha

ଗରିବ ଭୂମିହୀନ ଓ ବାସହୀନଙ୍କୁ ଘର ନିର୍ମାଣ ପାଇଁ ଦିଆଯିବ ଜମି

ଓଡ଼ିଶାରେ ଭୂମିହୀନ ଓ ବାସହୀନ ଥିବା ଲୋକକୁ ମିଳିବ ଜମି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଗ୍ରାମାଞ୍ଚଳରେ ବର୍ଷବର୍ଷ ଧରି ସରକାରୀ ଜାଗାରେ ରହିବା ସତ୍ତ୍ୱେ ଭୂମିହୀନ ଗରିବଙ୍କୁ ଦିଆଯିବ ଜମି ।…

ଭିଜିଲାନ୍ସ ପଞ୍ଝାରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ କୁବେର ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ…

ପଶ୍ଚିମବଙ୍ଗ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାରରେ ହସ୍ତକ୍ଷେପ କରିବାକୁ ମମତାଙ୍କ ଅନୁରୋଧ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଫୋନ୍ କରି ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଅନେକ ଲୋକ କାମ କରିବାକୁ…

କିଏ, କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ?

ସାରା ଦେଶ ୭୮ତମ ସ୍ବାଧୀନତା ଦିବସ ପାଳିବ। ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ମଧ୍ୟ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ତାହା ସ୍ପଷ୍ଟ ହୋଇଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଭୁବନେଶ୍ୱରରେ…

ଜମି ପଟ୍ଟା ପାଇବେ ହୀରାକୁଦ ବିସ୍ଥାପିତ

ପୂରଣ ହେବାକୁ ଯାଉଛି ଦୀର୍ଘଦିନର ଦାବି। ହୀରାକୁଦ ନଦୀବନ୍ଧ ଯୋଜନାରେ ଜମି, ଘର ଓ ଭିଟାମାଟି ହରାଇଥିବା ପରିବାର ଦୀର୍ଘ ୭୦ ବର୍ଷ ପରେ ନ୍ୟାୟ ପାଇବେ। ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ବିସ୍ଥାପିତଙ୍କୁ ୧୦ ଡିସିମିଲ ଲେଖାଏଁ ଜମି…

ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ ଦିଦିଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଏ ଦିଗରେ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା…

ପୋଲିସ-ଗୋରୁ ମାଫିଆ ମୁହାଁମୁହିଁ: ଗୋରୁ ବେପାରୀ ଗୁରୁତର

କେନ୍ଦୁଝର ପଣ୍ଡାପଡ଼ ଥାନା ପିଠାଗୋଳାରେ ୩ଟି ପିକଅପରେ ଗୋରୁଚାଲାଣ ହେଉଥିବା ଖବର ପାଇ ପୋଲିସ ପିଛା କରିଥିଲା । ଗୋରୁଗାଡ଼ିକୁ ଅଟକାଇବା ବେଳେ ଗୋରୁ ମାଫିଆାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ପୋଲିସ ପାଲଟା ଗୁଳିଚାଳନା କରିବାରୁ ଜଣେ ଗୋରୁ…

ଆଳୁ ଜଗିଛି ସିସିଟିଭି

ଓଡ଼ିଶାରେ ଆଳୁ ରାଜନୀତି ସରଗରମ ହେଉଥିବାବେଳେ ପଶ୍ଚିମବଙ୍ଗ ସରକାରର ବୈମାତୃକ ମନୋଭାବ ସମସ୍ୟାକୁ ଦ୍ବିଗୁଣିତ କରିଛି। ଏପଟେ ଓଡ଼ିଶା ବଜାରରେ ଆଳୁ ଦର କିଲୋ ପ୍ରତି ୪୦ରୁ ୫୦ ଟଙ୍କା ବିକ୍ରି ହେଉଥିବା ବେଳେ ଖାଉଟିଙ୍କୁ ବାଧୁଛି। ସେପଟେ ଅସହଯୋଗର ସବୁ…

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନାର ଏସଓପି

ସ୍ବାଧୀନତା ଦିବସ ଅବସରରେ ତଥା ଅଗଷ୍ଟ ୧୫ ତାରିଖରେ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ଏସଓପି। ଏହି ସଂପର୍କରେ ଆଜି ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା କହିଛନ୍ତି ସୁଭଦ୍ରା ଯୋଜନା କିଏ ପାଇବେ ଓ କିଏ ପାଇବେନି ତାହା…

ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଗତକାଲି କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳ…