Tag: Odisha

ପୁଣି ରିମାଣ୍ଡରେ ଯିବ ରଙ୍ଗିଲା ସତ୍ୟଜିତ ସାମଲ

୫ସ୍ତ୍ରୀଙ୍କ ସ୍ୱାମୀ ଓ ୯୯ ପ୍ରେମିକା ଥିବା ସତ୍ୟଜିତ ସାମଲକୁ ପୁଣି ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ସତ୍ୟଜିତ ସାମଲକୁ ଅଧିକ ପଚରାଉଚରା ଓ ଅଧିକ ତଥ୍ୟ ବାହାର କରିବା ପାଇଁ ପୁଣି ୫ ଦିନ ରିମାଣ୍ଡରେ ଆଣିବ କମିଶନରେଟ୍…

ଏସ୍‌ସିବିରେ ନିର୍ମାଣ କାମ ବେଳେ ଭାଙ୍ଗିଲା କ୍ରେନ୍‌; ୩ ଗୁରୁତର

କଟକ ଏସ୍‌ସିବି ମେଡିକାଲର ସଂପ୍ରସାରଣ କାମ ବେଳେ ଅଘଟଣ । ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାମ ଚାଲୁଥିବାବେଳେ କାର୍ଯ୍ୟରେ ଲାଗିଥିବା କ୍ରେନ୍‌ ଭାଙ୍ଗି ପଡ଼ିଯିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚି…

୩୦ ଟଙ୍କାରେ ଆଳୁ ଦେବେ ରାଜ୍ୟ ସରକାର

ରାଜ୍ୟରେ ଆଳୁ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେଉଁଠି ଆକାଶଛୁଆଁ ଆଳୁ ଦର ଥିବା ବେଳେ ବଜାରରେ ଆଳୁର ଅଭାବ ମଧ୍ୟ ଦେଖା ଦେଇଛି । ଆଳୁର ଏଭଳି ଚଢ଼ା ଦରକୁ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ…

ଖୋଲୁଛି ବବିଙ୍କ ଗୁମର; ୪ ବର୍ଷରେ ୧୧ ସାଂସଦ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା

ଯାଜପୁର ଜିଲ୍ଲାକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷାର ଚର୍ଚ୍ଚା ଏବେ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ୪ ବର୍ଷରେ ୧୧ ସାଂସଦ ଯାଜପୁରର ବିକାଶ ପାଇଁ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା। ବିଜେଡି ଦଳ ଓ ସାଂସଦ ପଦରୁ ଇସଫା…

କ୍ରାନ୍ତି ଦିବସରେ ବଡ଼ ଘୋଷଣା: ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା

ଦେଶ ସ୍ବାଧୀନତାରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି । ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ତାଙ୍କୁ ସମ୍ମାନ ଦେବା ଏହି ଦିବସ ପାଳନର ଲକ୍ଷ୍ୟ ।…

ଫୁଲୁଛି ମହାନଦୀ; ୧୦ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି। ଆଜି ଆଉ ୬ଟି ଗେଟ ଖୋଲିଥିବା ବେଳେ ମୋଟ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମହାନଦୀ ଫୁଲୁଛି।…

ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଅଟକାଇ ପ୍ରତିବାଦ

ପଶ୍ଚିମବଙ୍ଗ ସରକାରଙ୍କ ଅସହଯୋଗ ପାଇଁ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଆସୁନି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଛି । ଫଳରେ ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ନେଇ ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ମଙ୍ଗୁଳି…

ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିରାପୁର ଗାଁରେ ଥିବା ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୋର ଡାକ୍ତରଖାନାରେ ଭର୍ତ୍ତି…

ସରୁନି ସମ୍ପତ୍ତି ଆକଳନ: ଯନ୍ତ୍ରୀଙ୍କ ନାଁରେ ଆଉ ୨୦ଟି ପ୍ଲଟ୍ ଠାବ

ସରୁନି ଯନ୍ତ୍ରୀଙ୍କ ପିଲାଟି ଗଣା। ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗତ ୩ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିବା ପରେ ଗିରଫ ହୋଇଥିଲେ। ହେଲେ ଆଜି ଯାଏଁ କୁବେର ଯନ୍ତ୍ରୀଙ୍କ…

ପ୍ରଥମଥର ପାଇଁ ରାଜ୍ୟରେ ଆରମ୍ଭ ହେଲା ରାଇସ ଏଟିଏମ୍‌ 

ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିଲା ଚାଉଳ ଏଟିଏମ୍‌ । ଆଜି ଭୁବନେଶ୍ବରସ୍ଥିତ ମଞ୍ଚେଶ୍ୱର ଚାଉଳ ଗୋଦାମରେ ରାଇସଅନ୍ନପୂର୍ତ୍ତି ଚାଉଳ ଏଟିଏମ୍‌ ଉଦଘାଟନ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ଵରରୁ ସେବା ଆରମ୍ଭ…