Tag: Odisha

ପ୍ରଥମଥର ପାଇଁ ରାଜ୍ୟରେ ଆରମ୍ଭ ହେଲା ରାଇସ ଏଟିଏମ୍‌ 

ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିଲା ଚାଉଳ ଏଟିଏମ୍‌ । ଆଜି ଭୁବନେଶ୍ବରସ୍ଥିତ ମଞ୍ଚେଶ୍ୱର ଚାଉଳ ଗୋଦାମରେ ରାଇସଅନ୍ନପୂର୍ତ୍ତି ଚାଉଳ ଏଟିଏମ୍‌ ଉଦଘାଟନ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ଵରରୁ ସେବା ଆରମ୍ଭ…

ପଶ୍ଚିମବଙ୍ଗରୁ ଆସିଲା ଆଳୁ; ଦିନେ ଦୁଇଦିନ ଭିତରେ ଦୂରହେବ ଆଳୁ ସମସ୍ୟା

ରାଜ୍ୟରେ ଦିନକୁ ଦିନ ବେଲଗାମ ହେଉଛି ଆଳୁ ଦର । ପଶ୍ଚିମବଙ୍ଗରୁ ଠିକ୍ ସମୟରେ ଆଳୁ ଟ୍ରକ୍ ନ ଆସିବାରୁ ଚାହିଦା ଅନୁସାରେ ଆଳୁ ନ ଥିବାରୁ ଦର ବଢ଼ିବାରେ ଲାଗିଛି। କେଉଁଠି ଆଳୁ କିଲୋଗ୍ରାମ୍ ପିଛା ୬୦ ଟଙ୍କା ଥିବା…

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

ଏଥର ସାବାଡ଼ ହେବେ ମଦ୍ୟପ। ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏ ଦିଗରେ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଚୋରା ମଦ ବିକ୍ରି…

ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ

ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ବିଜୟ କୁମାର ଦାଶ ଗଜପତି, ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପଟୱାରି ରାୟଗଡ଼ା, ଅମୃତ ଋତୁରାଜ କନ୍ଧମାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ବଲପୁର, ହେମକାନ୍ତ ସାଏ…

ବିଜେପି ପଦାଧିକାରୀ ବୈଠକ ଆରମ୍ଭ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବିଜେପି ପଦାଧିକାରୀ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପଦାଧିକାରୀ ଚାଲିଛି ବୈଠକ। ଆଜି ବସିଥ‌ିବା ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ସହ ରାଜ୍ୟ ଏବଂ କେନ୍ଦ୍ର…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ଦିନ ୧୧ ଟା ୩୦ ସମୟରେ ଲୋକସେବା ଭବନରେ ବସିବ ବୈଠକ । ଏହା ମୋହନ ସରକାରଙ୍କ ଚତୁର୍ଥ କ୍ୟାବିନେଟ୍ ବୈଠକ । ବୈଠକରେ କିଛି…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ହୋଇଛି ୧୭୫୦ ପଞ୍ଜୀକରଣ 

ଆଜି ରାଜ୍ୟରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ନିମନ୍ତେ ସଂପୃକ୍ତ…

ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା

ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏହା ମଧ୍ୟରେ ୩ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ହୋଇଛି। ୧୯୮୮…

ପାଟ୍ରୋଲିଂ ବେଳେ ମଝି ଚିଲିକାରେ ଫଶିଗଲା ଡଙ୍ଗା

ଡଲଫିନ୍ ସୁରକ୍ଷା ପାଇଁ ଚିଲିକାକୁ ୪ ବନ କର୍ମଚାରୀ ଯାଇଥିଲେ । ହେଲେ ମଝି ଚିଲିକାରେ ଫଶିଗଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜହ୍ନିକୁଦା ନିକଟରେ ଫଶିଯାଇଛି। ଫସିଥିବା ବନ କର୍ମଚାରୀମାନେ ଚିଲିକା ନୂଆପଡ଼ା ବନ୍ୟପ୍ରାଣୀ…

ରାଜ୍ୟରେ ଜଳାନ୍ତକ ରୋଗ ରୋକିବା ପାଇଁ ବୁଲା କୁକୁରଙ୍କୁ ଦିଆଯିବ ଟିକା

ରାଜ୍ୟରେ ବୁଲା କୁକୁର ଏକ ବଡ ସମସ୍ୟା ହୋଇ ଠିଆହୋଇଛି । ରାଜ୍ୟରେ ବହୁ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଓଡିଶାକୁ ଜଳାନ୍ତକ ରୋଗରୁ ମୁକ୍ତ କରାଯିବାକୁ ନେଇ ପଦକ୍ଷେପ ରାଜ୍ୟ ସରକାର । ରାଜ୍ୟର ଜଳାନ୍ତକ ରୋଗ ନ…