Tag: Odisha

Hinjili murder case: ହିଞ୍ଜିଳିରେ ଗର୍ଭବତୀଙ୍କୁ ହତ୍ୟା ଘଟଣା: ଶିଶୁକୁ ବିଜେଡିର ସହାୟତା

ହିଞ୍ଜିଳିର ଖରିଡା ଗ୍ରାମରେ ଗର୍ଭବତୀଙ୍କୁ ହତ୍ୟା ଘଟଣାରେ ତାଙ୍କର ୩ ବର୍ଷର ଅସହାୟ ଶିଶୁକୁ ବିଜୁ ଜନତା ଦଳ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ…

Lord Jagannath’s Land: ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର

ରାଜ୍ୟ ଭିତରେ ଓ ବାହାରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର ନିଜ ଅଧୀନକୁ ନେବେ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସୂଚନା…

Miscreants ran vehicle over Young Women: ୨ ଯୁବତୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଦୁର୍ବୃତ୍ତ

ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବଢିଚାଲିଛି । ଗୁଣ୍ଡାଗର୍ଦ୍ଦି, ଆତଙ୍କରାଜ ବଢୁଛି । ବିଶେଷକରି ମହିଳା ବିରୋଧୀ ହିଂସା ବଢୁଛି । ଏଭଳି ଏକ ଆତଙ୍କରାଜ ଘଟଣା ନିଆଳି ଅଞ୍ଚଳର ବାଲିଅନ୍ତା ଥାନା ଭିଙ୍ଗାରପୁର କାଜରେ ବିଚ୍‌ ରାସ୍ତାରେ ଦେଖିବାକୁ…

ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ୨୩ ଟ୍ରକ୍‌ ଟର୍ମିନାଲ

ରାଜ୍ୟରେ ଏ ମାସ ଶେଷ ସୁଦ୍ଧା ୨୩ଟି ଟ୍ରକ୍‌ ଟର୍ମିନାଲକୁ କାର୍ଯ୍ୟକ୍ଷମ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଟ୍ରକ୍‌ ଟର୍ମିନାଲର ନିର୍ମାଣ କାମ ଶେଷ ହୋଇସାରିଛି। ବର୍ତ୍ତମାନ କେବଳ…

Odisha Census: ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ଅଟକାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ଅଟକାଇଲେ ସ୍କୁଲ ବିରୋଧରେ ଆକ୍ସନ୍ । ଜନଗଣନା ୨୦୨୭ କାର୍ଯ୍ୟରେ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ଅନିର୍ବାଯ୍ୟ ସାମିଲ୍ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ । କିଛି ସ୍କୁଲ୍‌ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ରିଲିଜ୍‌…

BJD Announces State Office Bearers: ୮୯ ଜଣ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି

ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି । ଯେଉଁଥିରେ ୮୯ ନେତାଙ୍କୁ ଉପସଭାପତି, ସା.ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବାଲେଶ୍ବରର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ରଘୁନନ୍ଦନ ଦାସ, ଜୀବନ…